ଆସନ୍ତୁ ଜାଣିବା ରୋଷେଇ ଘରର ବାସନକୁ ନେଇ କଣ କହେ ବାସ୍ତୁ
ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
Loading...
ଭାରତୀୟ ପରମ୍ପରାରେ ଲୋକମାନେ ତଳେ ବସି ଖାଇଥାନ୍ତି। ପୂଜା ପର୍ବ ହେଉ ବା କୌଣସି ମନ୍ଦିର ଆମେ ତଳେ ବସି ଖାଇଥାଉ।
ଭାରତୀୟ ପରମ୍ପରାରେ ଲୋକମାନେ ତଳେ ବସି ଖାଇଥାନ୍ତି। ପୂଜା ପର୍ବ ହେଉ ବା କୌଣସି ମନ୍ଦିର ଆମେ ତଳେ ବସି ଖାଇଥାଉ। ପ୍ରତିଦିନ ଡାଇନିଂରେ ବସି ଖାଉଥିବା ଲୋକ ମଧ୍ୟ ସୁଯୋଗ ମିଳିଲେ ତଳେ ବସି ଖାଇବାକୁ ପସନ୍ଦ କରିଥାନ୍ତି। କୁହାଯାଏ ଯେ, ତଳେ ବସି ଖାଇବା ଦ୍ୱାରା ଆନନ୍ଦ ମିଳିଥାଏ। ଶାସ୍ତ୍ର ଅନୁସାରେ ଭୋଜନ ସବୁବେଳେ ତଳେ ବସି ଖାଇବା ଆବଶ୍ୟକ। କିନ୍ତୁ କ’ଣ ପାଇଁ ଆପଣ ଜାଣିଛନ୍ତି କି?
୧) ହିନ୍ଦୁ ଧର୍ମ ଅନୁସାରେ, ଅନ୍ନକୁ ଅର୍ଣ୍ଣପୂଣ୍ଣା ବା ମା’ ଲଷ୍ମୀଙ୍କ ସହ ତୁଳନା କରାଯାଇଥାଏ। ଏଥିପାଇଁ ଲଷ୍ମୀଙ୍କୁ ସମ୍ମାନ ଦେବା ପାଇଁ ପୂଜା ସମୟରେ ଯେଉଁଭଳି ଭାବେ ବସି ପୂଜା କରାଯାଏ ସେହିଭଳି ଖାଦ୍ୟ ଗ୍ରହଣ ସମୟରେ ମଧ୍ୟ ବସିବା ଆବଶ୍ୟକ।
୨) ଠିଆ ହୋଇ ଖାଇଲେ ବା ଖାଇବା ସମୟରେ କଥାବାର୍ତ୍ତା ହେଲେ ମା’ ଲଷ୍ମୀଙ୍କୁ ଅପମାନ ହୋଇଥାଏ ବୋଲି ବିଶ୍ୱାସ ରହିଛି।ଏହାକଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଏପରିକି ବୈଜ୍ଞାନିକମାନେ ମଧ୍ୟ ଏହି କଥାକୁ ପ୍ରମାଣ କରିଛନ୍ତି ଯେ, ତଳେ ବସି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ।
)ତଳେ ବସି ଖାଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇଥାଏ। ମାନସିକ ଶାନ୍ତି ମିଳିଥାଏ। ଖାଦ୍ୟ ଭଲରେ ହଜମ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କମ୍ ଦେଖାଯାଏ।
Shakespeare, in the beautiful garden, among the party. Some of the hall: in fact she was ever to.
ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
ଆପଣଙ୍କ ରୋଜଗାରର ମାଧ୍ୟମ ହେଉଛି ଆପଣଙ୍କ ଦୋକାନ । ଏଥିନିମନ୍ତେ ଆପଣ ନିଜର ସବୁ ପୁଞ୍ଜି ଖଟାଇଥିଲେ ବି ହୋଇପାରୁନି ଭଲ ରୋଜଗାର। ପାଖରେ ଥିବା ଅନ୍ୟ ଦୋକାନରେ ଗହଳି ହେଉଥିବା ବେଳେ ଆପଣଙ୍କ ଦୋକାନରୁ ମୁହଁ ଫେରାଇ ନେଉଛନ୍ତି କି ଗ୍ରାହକ ।
ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଗ୍ରହ କିମ୍ବା ଠାକୁରଙ୍କ ସହ ଯୋଡ଼ି ହୋଇ ରହିଛି । ତେଣୁ ବାର ସହ ଯେଉଁ ଠାକୁରଙ୍କ ସମ୍ପର୍କ ଥାଏ, ସେଦିନ ସେହି ଠାକୁରଙ୍କ ପ୍ରିୟ ଜିନିଷ କିଣିଲେ ଶୁଭ ହୁଏ ବୋଲି ହିନ୍ଦୁମାନେ ସାଧାରଣତଃ ବିଶ୍ୱାସ କରିଥାନ୍ତି।