Loading...

ହୀରାକୁଦର ୬ ଗେଟ୍ ଖୋଲିଲା

ହୀରାକୁଦର ୬ ଗେଟ୍ ଖୋଲିଲା

ହୀରାକୁଦ ଜଳସ୍ତର ୬୨୯ ଫୁଟ୍‌ ଅତିକ୍ରମ କରିଥିବାବେଳେ ଦୁଇଦିନ ହେଲା ବନ୍ଧ ଉପର ମୁଣ୍ଡରେ କିଛି କିଛି ବର୍ଷା ଲାଗି ରହିଛି। ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ବଡ଼ଧରଣର ଲଘୁଚାପ ବର୍ଷାର ପୂର୍ବାନୁମାନ କରାଯାଇଛି।

ହୀରାକୁଦ ଜଳସ୍ତର ୬୨୯ ଫୁଟ୍‌ ଅତିକ୍ରମ କରିଥିବାବେଳେ ଦୁଇଦିନ ହେଲା ବନ୍ଧ ଉପର ମୁଣ୍ଡରେ କିଛି କିଛି ବର୍ଷା ଲାଗି ରହିଛି। ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ବଡ଼ଧରଣର ଲଘୁଚାପ ବର୍ଷାର ପୂର୍ବାନୁମାନ କରାଯାଇଛି। ଏସବୁକୁ ଦୃଷ୍ଟିରେ ରଖି ସୋମବାର ୨ଟି ପର୍ଯ୍ୟାୟରେ ହୀରାକୁଦ ନଦୀବନ୍ଧର ୬ଟି ଗେଟ୍ ଖୋଲା ଯାଇଛି। ଜଳଭଣ୍ଡାର ଖାଲି କରିବା ପାଇଁ ମଙ୍ଗଳବାର ଆହୁରି ଗେଟ୍‌ ଖୋଲିବା ସମ୍ଭାବନା ରହିଛି। 

୨୦, ୨୧ ଓ ୨୨ ତାରିଖରେ ବଡ଼ ଧରଣର ଲଘୁଚାପ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ, ଜଳଭଣ୍ଡାର ଖାଲି କରିବା ଜରୁରି ହୋଇ ପଡ଼ିଛି। ସେହି କାରଣରୁ ସୋମବାର କିଛି ଗେଟ୍ ଖୋଲା ଯାଇଥିଲାବେଳେ ଆଜି ଆହୁରି ଗେଟ୍ ଖୋଲିବା ସମ୍ଭାବନା ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.