• Home
  • LIFESTYLE
  • ବର୍ଷାଦିନେ କିପରି ଆଣିବେ ତ୍ଵଚାରେ ଚମକ? ଜାଣନ୍ତୁ କିଛି ଘରୋଇ ଟିପ୍ସ
LIFESTYLE

ବର୍ଷାଦିନେ କିପରି ଆଣିବେ ତ୍ଵଚାରେ ଚମକ? ଜାଣନ୍ତୁ କିଛି ଘରୋଇ ଟିପ୍ସ

ବର୍ଷାଦିନିଆ ଜଳବାୟୁ ଅଧିକ ଥଣ୍ଡା ଓ ଆଦ୍ର୍ର୍। ଏହା ଦ୍ୱାରା ତ୍ୱଚା ଓ କେଶର ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ। ବର୍ଷା ଜଳରେ ତ୍ଵଚା ଖରାପ ହୋଇଥାଏ।

ଆସନ୍ତୁ ଜାଣିବା ବର୍ଷାଦିନିଆ ଜଳବାୟୁରେ କିପରି ତ୍ଵଚାର ଯତ୍ନ ନେବେ-

ମୁଲତାନି ମାଟିରେ ଅଳ୍ପ ଗୋଲାପ ଜଳ ମିଶାନ୍ତୁ। ତାପରେ ତାକୁ ୩୦ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ। ୩୦ମିନିଟ ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ। ମୁଲତାନି ମାଟିରେ ଆଇରନ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଥାଏ ଯାହା ମୁହଁରୁ ମୃତ କୋଷକୁ ବାହାର କରିବାରେ ସାହାଯ୍ୟ କରିଥାଏ।

ଚନ୍ଦନ ପାଉଡର ଏବଂ ଗୋଲାପ ଜଳ ତ୍ଵଚା ପାଇଁ ବେଶ ଲାଭଦାୟକ। ଗୋଟିଏ ପାତ୍ରରେ ଚନ୍ଦନ ପାଉଡ଼ର ନିଅନ୍ତୁ। ସେଥିରେ ଅଳ୍ପ ଗୋଲାପ ଜଳ ପକାଇ ମିଶାନ୍ତୁ। ତାପରେ ୧ଛୋଟ ଚାମଚ ହଳଦି ପକାଇ ଭଲ ଭାବରେ ମିଶାନ୍ତୁ। ମିଶ୍ରଣକୁ ୧୫ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗାନ୍ତୁ। ତାପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।

ବର୍ଷା ଦିନେ ମୁହଁରେ ୭ଦିନକୁ ଥରେ ଘିକୁଆଁରୀ ଲଗାନ୍ତୁ। ଏପରି କଲେ ମୁହଁର ଚମକ ବଢ଼ିଥାଏ।

ବର୍ଷାଦିନେ କିପରି ଆଣିବେ ତ୍ଵଚାରେ ଚମକ? ଜାଣନ୍ତୁ କିଛି ଘରୋଇ ଟିପ୍ସ ବର୍ଷାଦିନେ କିପରି ଆଣିବେ ତ୍ଵଚାରେ ଚମକ? ଜାଣନ୍ତୁ କିଛି ଘରୋଇ ଟିପ୍ସ rainy day

ପଢନ୍ତୁ; ଭୁବନେଶ୍ୱର ହକି ବିଶ୍ୱକପ୍‌ରେ ଅତିଥିଙ୍କୁ ବଣ୍ଟାହେବ ମଦ

Related posts

କଣ ଆପଣଙ୍କ ପିଲାମାନେ ଚିଡ଼ଚିଡ଼ା ସ୍ଵଭାବର ! ତେବେ ଜାଣି ରଖନ୍ତୁ ଏହାର କାରଣ କଣ ହୋଇପାରେ

Krishna Kumar Manoj

ଓଠ ଫଟା ସମସ୍ୟା ରୁ କେମିତି ରକ୍ଷା ପାଇବେ ସେ ବିଷୟରେ କିଛିଟା ଘରୋଇ ଉପାୟ ବିଷୟରେ ଯାଣନ୍ତୁ

Krishna Kumar Manoj

ମଧୁମେହ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ “କଲରା” ! ଜାଣନ୍ତୁ କଲରା ଜୁସ୍ ଶରୀର ପାଇଁ କେତେ ଉପକାରୀ ଅଟେ?

Krishna Kumar Manoj

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More