LIFESTYLE

ସୁନ୍ଦର ତ୍ଵଚା ଚାହୁଁଛନ୍ତି କି ?ଆସନ୍ତୁ ଜାଣିବା ଗାଜରରେ ସୌନ୍ଦର୍ଯ୍ୟ ଉପଚାର

ଗାଜରରେ ସୌନ୍ଦର୍ଯ୍ୟ ଟିପ୍ସ

ପ୍ରତ୍ୟେକ ବ୍ୟକ୍ତି ତାର ମୁହଁକୁ ଦାଗହୀନ ଏବଂ ଚମକପ୍ରଦ କରିବାକୁ ଚାହୁଁଥିଲାବେଳେ,ଆଜିକାଲିର ବ୍ୟସ୍ତତାମୟ ଜୀବନରେ ମୁହଁରେ ଦାଗ ଏବଂ ନୀରସ ଚେହେରା ଦେଖାଯିବାଟା ଏକ ସାଧାରଣ କଥା ଏଥିପାଇଁ ସମସ୍ତେ ସେମାନଙ୍କ ଚେହେରାକୁ ସଫା,ଚମକପ୍ରଦ ଏବଂ ଫ୍ରେସ୍‌ କରିବାକୁ ଚାହିଁଥାଆନ୍ତି ।  ଏହି କାରଣକୁ ନେଇ ନା ଯେ କେବଳ ଝିଅ ଅଟନ୍ତି ତାହା ନୁହେଁ ବରଂ ପୁଅମାନେ ବି ସେମାନଙ୍କ ସୁନ୍ଦରତା ଲାଗି ବେଶ୍‌ ସଜାଗ୍‌ ରହୁଛନ୍ତି।

ଆପଣ ଯଦି କୌଣସି ପାର୍ଟି କିମ୍ବା ଫଙ୍କସନକୁ ଯାଉଛନ୍ତି ତେବେ ଆପଣଙ୍କୁ ଗାଜରର ଫେସ୍‌ପ୍ୟାକ୍‌କୁ ବ୍ୟବହାର କରିବାକୁ ପଡ଼ିବ। ଆପଣଙ୍କୁ ପ୍ରଥମେ ଗାଜରକୁ ଆଣି ତାହାର ଏକ ପେଷ୍ଟ୍‍ ପ୍ରସ୍ତୁତ କରିବାକୁ ହେବ।ଏହାପରେ ଏହି ପେଷ୍ଟ୍‍ରେ ଅଧା ଚାମଚ ବେସନ ଏବଂ କିଛି ମାତ୍ରାର ହଳଦୀକୁ ମିଶାଇ କରି ଚେହେରାରେ ଲଗାଇବାକୁ ହେବ ।୧୫ ମିନିଟ୍‌ ଯାଏଁ ଚେହେରାରେ ଏହାକୁ ଶୁଖିବା  ପର୍ଯ୍ୟନ୍ତ ଛାଡ଼ି ଦେବାକୁ ପଡ଼ିବ।ଏହାପରେ ଆପଣ ଏହାକୁ ଥଣ୍ଡା  ଜଳରେ ଧୋଇ ଦିଅନ୍ତୁ। ତେବେ ଆପଣ ଏହି ଉପାୟକୁ ସପ୍ତାହକ ମଧ୍ୟରେ ୨ ରୁ ୩ ଥର କରନ୍ତୁ, ଯାହାକି ଆପଣଙ୍କ ଚେହେରାକୁ ଚମକପ୍ରଦ କରିବାରେ ସାହାଯ୍ୟ କରିବ ।

ସୁନ୍ଦର ତ୍ଵଚା ଚାହୁଁଛନ୍ତି କି ?ଆସନ୍ତୁ ଜାଣିବା ଗାଜରରେ ସୌନ୍ଦର୍ଯ୍ୟ ଉପଚାର Gajar

ପଢନ୍ତୁ ;

ଆପଣ ଜାଣିଛନ୍ତି କି ?ମାନସିକ କାରଣ ଯୋଗୁଁ ଶରୀରରେ ହୋଇଥାଏ ଯନ୍ତ୍ରଣା

Related posts

ସବୁବେଳେ ଥକ୍କା ଲାଗୁଛି କି ? କରନ୍ତୁ ନାହିଁ ଅଣଦେଖା, ନଚେତ ଭବିଷ୍ୟତରେ ବଡ଼ ସମସ୍ୟାରେ ପଡି ପାରନ୍ତି

Krishna Kumar Manoj

ସାଥୀଙ୍କ ମନ ବୁଝିବାର ସହଜ ଉପାୟ

Krishna Kumar Manoj

ଆସନ୍ତୁ ଜାଣିବା କଦଳୀ ଚୋପାର ଔଷଧୀୟ ଗୁଣ ବିଷୟରେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More