News

ସ୍କାଇମେଟର ପୂର୍ବାନୁମାନ: ଏଥର ସ୍ଵାଭାବିକ ମୌସୁମୀ

moonsoon

ଚଳିତ ବର୍ଷ ଦେଶରେ ମୌସୁମୀ ବର୍ଷା ସ୍ଵାଭାବିକ ରହିବ। ଏଲନିନୋ ପ୍ରଭାବ କମ ରହିବା କାରଣରୁ ମୌସୁମୀ ପ୍ରଭାବ କମ ରହିବା କାରଣରୁ ମୌସୁମୀ ସମୟରେ ଭଲ ବର୍ଷା ହେବ। ଏଭଳି ପୂର୍ବାନୁମାନ କରିଛି ସ୍କାଏମେଟ। ପାଣିପାଗ ବିଶେଷଜ୍ଞ୍ ଙ୍କ ପ୍ରାକ ଆକଳନ ହେଲା, ଓଡିଶାରେ ବି ମୌସୁମୀ ଭଲ ବର୍ଷା ଦେବ।

କମୁଛି ଏଲନିନୋ ପ୍ରଭାବ, ଓଡିଶାରେ ବି ଭଲ ବର୍ଷା

ସ୍ବାଭାବିକ ବର୍ଷା ହେବାରୁ ୫୦ ପ୍ରତିଶତରୁ ଅଧିକ ସମ୍ଭାବନା ରହିଥିବାବେଳେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାର ସାମାନ୍ୟ ସମ୍ଭାବନା ଥିବା ସ୍କାଏମେଟ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଯତିନ୍‌ ସିଂ କହିଛନ୍ତି।

୯୬ରୁ ୧୦୪ ପ୍ରତିଶତ ପର୍ଯ୍ୟନ୍ତ ବୃଷ୍ଟିପାତକୁ ସ୍ବାଭାବିକ ଧରାଯାଇଥାଏ। ଭାରତର କୃଷି ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ।

ପଢନ୍ତୁ; ପୁଲୱାମା ଆତଙ୍କୀ ଆକ୍ରମଣ: କାର ମାଲିକ ଜୌସର ଆତଙ୍କୀ ସଜ୍ଜାଦ ଭଟ୍ଟ

Related posts

ଆଉ ୯ଟି ସହର ସାମିଲ ହେଲା ସ୍ମାର୍ଟ ସିଟି ତାଲିକାରେ

ENO Beuro

ଭାରତର ଗୁରୁଗ୍ରାମ ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର

ENO Beuro

ବଦଳିବ ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ

Ratnamani Moharana

Leave a Comment