• Home
  • ASTRO
  • VASTU
  • ଶୋଇଲା ବେଳେ ବାସ୍ତୁଦୋଷ ଦୂର କରନ୍ତୁ ଓ ଧନ, ମାନ, ଯଶର ଅଧିକାରୀ ହୁଅନ୍ତୁ
VASTU

ଶୋଇଲା ବେଳେ ବାସ୍ତୁଦୋଷ ଦୂର କରନ୍ତୁ ଓ ଧନ, ମାନ, ଯଶର ଅଧିକାରୀ ହୁଅନ୍ତୁ

ଶୋଇବାକୁ ସମସ୍ତଙ୍କୁ ଭଲ ଲାଗେ। କୁହାଯାଏ ଦୈନିକ ୬ରୁ ୮ ଘଣ୍ଟା ଶୋଇବା ଜରୁରୀ। କିନ୍ତୁ ଜାଣିଛନ୍ତି କି ଶୋଇଲା ବେଳେ ବାସ୍ତୁଦୋଷ ଦୂର ପାଇଁ କିଛି ନିର୍ଦ୍ଧିଷ୍ଟ ନିୟମ ମାନି ଶୋଇଲେ ଧନ ବଢେ। ଖାଲି  ଧନ ବଢେ ନାହିଁ, ଆପଣ ଏପରି ଜିନିଷ ପାଇପାରିବେ ଯାହା ସ୍ୱପ୍ନରେ କେବେ ଭାବି ନ ଥିବେ। ତେବେ ଆପଣଙ୍କୁ ଏସବୁ ପାଇବାକୁ ହେଲେ ଶୋଇବା ସମୟରେ ବାସ୍ତୁଶାସ୍ତ୍ରର କିଛି ନିୟମକୁ ମାନିବା ଦରକାର।

  • ବାସ୍ତୁଶାସ୍ତ୍ର ଅନୁଯାୟୀ ଗୋଡ଼ ପୂର୍ବ ଦିଗରେ ରଖି ଶୋଇଲେ ଭାଗ୍ୟ ସବୁବେଳେ ଆପଣଙ୍କ ସାଥିରେ ରହିବ। ନାମ ଓ ଯଶର ଅଧିକାରୀ ହେବେ।
  • ଯଦି ଆପଣ ଉତ୍ତର ଦିଗକୁ ଗୋଡ଼ ଦେଇ ଶୋଉଛନ୍ତି ତାହାହେଲେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ଶରୀରର ସୁସ୍ଥ ରହିବା ସହ ଧନ ଓ ସମ୍ପତ୍ତି ବୃଦ୍ଧି ହେବ।
  • ଯଦି ଶୋଇବା ସମୟରେ ଆପଣ ଗୋଡ଼ ପଶ୍ଚିମ ଦିଗରେ ଦେଇ ଶୋଉଛନ୍ତି ତାହାହେଲେ ଆପଣ ମାନସିକ ଶାନ୍ତି ମିଳିବ। ଧାର୍ମିକ କାମ କରିବା ପାଇଁ ଇଚ୍ଛା ହୋଇଥାଏ।
  • ଶୋଇବା ସମୟରେ ଗୋଡ଼ ଘରର ଦୁଆର ବନ୍ଧ ଆଡକୁ ଦେଇ ଶୋଅନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଆପଣଙ୍କ ମୃତ୍ୟୁ ହୋଇପାରେ।

 

ପଢନ୍ତୁ, ୨୮ ନଭେମ୍ବର , ମଙ୍ଗଳବାର – ରାଶିଫଳ

Related posts

ଘରେ କର୍ପୁର ରଖିବା ଦ୍ଵାରା କଣ ଲାଭ ହୋଇଥାଏ ,ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ସୂର୍ଯ୍ୟଦୋୟ ପରେ ଗୃହଣୀ ମାନେ କଣ କଲେ ଶୁଭ ଫଳ ମିଳିଥାଏ? ଜାଣନ୍ତୁ ସେ ସମ୍ପର୍କରେ

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ଏହି ସବୁ ସଙ୍କେତରୁ ଜାଣନ୍ତୁ ଧନପ୍ରାପ୍ତିର ଯୋଗ ରହିଛି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More