• Home
  • LIFESTYLE
  • ଅତ୍ୟଧିକ ତମାଖୁ ସେବନ ଓ ଧୂମ୍ରପାନ କରୁଛନ୍ତି କି? ସାବଧାନ! ନଚେତ୍ ହରାଇ ପାରନ୍ତି ଦୃଷ୍ଟି ଶକ୍ତି
LIFESTYLE

ଅତ୍ୟଧିକ ତମାଖୁ ସେବନ ଓ ଧୂମ୍ରପାନ କରୁଛନ୍ତି କି? ସାବଧାନ! ନଚେତ୍ ହରାଇ ପାରନ୍ତି ଦୃଷ୍ଟି ଶକ୍ତି

ଧୂମ୍ରପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଏହା କ୍ୟାନସର୍ କାରଣ ହୋଇଥାଏ। ସେତିକି ନୁହେଁ ଧୂମ୍ରପାନ କରିବା ଦ୍ୱାରା ମଣିଷର ମାନଷିକରେ ବାଧା ହୋଇଥାଏ । ଅନେକ ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନେ ଧୂମ୍ରପାନ ଛାଡିବାକୁ ଅନେକ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି।

ଅତ୍ୟଧିକ ତମାଖୁ ସେବନ ଓ ଧୂମ୍ରପାନ କରିବା ଦ୍ଵାରା ମଣିଷ ତାର ଦୃଷ୍ଟି ଶକ୍ତି ହରାଇପାରେ। ଯେଉଁମାନେ ଧୂମ୍ରପାନ କରନ୍ତି ସେମାନଙ୍କୁ ଅନ୍ୟମାନଙ୍କ ଅପେକ୍ଷା ମେତିଆ ବିନ୍ଦୁ ହେବାର ଭୟ ଅଧିକ ଥାଏ।

ଡାକ୍ତରଙ୍କ ଅନୂଯାୟୀ ପାଞ୍ଚରୁ ଦଶ ବର୍ଷ ଧୂମ୍ରପାନ କଲେ ଆଖିର ଅପ୍ଟିକ୍ ନର୍ଭ ଉପରେ ପ୍ରଭାବ ପଡିଥାଏ। ଯାହା ଦ୍ୱାରା ଦୃଷ୍ଟି ଶକ୍ତି କ୍ଷୟ ହୁଏ ବୋଲି ସର୍ଭେ ଦ୍ୱାରା ଜଣାପଡିଛି। ତମାଖୁ ସେବନ ଓ ଧୂମ୍ରପାନ କରିବା ଦ୍ୱାରା କ୍ୟାନସର ଓ ହୃଦରୋଗ ହୋଇଥାଏ ବୋଲି ଲୋକମାନେ ଜାଣିଛନ୍ତି , ହେଲେ ଏହା ଦ୍ୱାରା ମଣିଷ ଅନ୍ଧ ମଧ୍ୟ ହୋଇପାରେ ।

ପ୍ରତି ବର୍ଷ ହସ୍ପିଟାଲକୁ ଆସୁଥିବା ଅନ୍ଧ ମାମଲା ମଧ୍ୟରୁ ପ୍ରାୟ ୫ପ୍ରତିଶତ ଲୋକ ଧୂମ୍ରପାନର ଅନ୍ଧପଣ ଶିକାର ହୋଇଥାନ୍ତି।

ଅତ୍ୟଧିକ ତମାଖୁ ସେବନ ଓ ଧୂମ୍ରପାନ କରୁଛନ୍ତି କି? ସାବଧାନ! ନଚେତ୍ ହରାଇ ପାରନ୍ତି ଦୃଷ୍ଟି ଶକ୍ତି ଅତ୍ୟଧିକ ତମାଖୁ ସେବନ ଓ ଧୂମ୍ରପାନ କରୁଛନ୍ତି କି? ସାବଧାନ! ନଚେତ୍ ହରାଇ ପାରନ୍ତି ଦୃଷ୍ଟି ଶକ୍ତି cigarate

ପଢନ୍ତୁ; କେଉଁ ସବୁ ବଦ ଅଭ୍ୟାସ ଥିଲେ ମୁହଁରେ ଅତ୍ୟଧିକ ବ୍ରଣ ହୋଇଥାଏ? ଜାଣନ୍ତୁ

Related posts

ଆସନ୍ତୁ ଜାଣିରଖିବା ବିଳମ୍ବରେ ସ୍ନାନ କରିବା ଦ୍ଵାରା କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ?

Krishna Kumar Manoj

ଆପଣ ବି ମଦ୍ୟପାନ କରୁଛନ୍ତି କି ? ସାବଧାନ , ହୋଇପାରେ ଚର୍ମ କର୍କଟ

Krishna Kumar Manoj

ନନ୍‌ଷ୍ଟିକ ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି କି ? ସାବଧାନ ! ଜାଣନ୍ତୁ ଏହା ଶରୀର ପାଇଁ କେତେ କ୍ଷତିକାରକ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More