News

ଓଡ଼ିଶାରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ

ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଆଜି ଦିନିକିଆ ଗସ୍ତରେ ଓଡ଼ିଶା ଆସିଲେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ। ଶ୍ରୀମତୀ ଇରାନୀ ସକାଳ ୯ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିଲେ। ଆଜି ସକାଳେ ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ସହିଦନଗରର ବୁଣାକାର କେନ୍ଦ୍ର ପରିଦର୍ଶନ କରିଛନ୍ତି ।

କାର୍ଯ୍ୟକ୍ରମ ଶେଷ ହେବା ପରେ ହୋଟେଲ ନିଉ ମାରିଅନରେ ଆୟୋଜିତ ହୋଇଥିବା ଏକ ବୁଦ୍ଧିଜିବୀ ସମ୍ମିଳନୀରେ ସେ ଯୋଗଦାନ କରିବେ। ପରେ ଦିନ ୧ଟାରେ ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ସହ ଅପରାହ୍ନରେ ‘ସମ୍ପର୍କ ସେ ସମର୍ଥନ ’କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ପ୍ରତ୍ୟାବର୍ତନ କରିବା ନେଇ ସୂଚନା ଦିଆଯାଇଛି।

ପଢନ୍ତୁ;ଭଗବାନ ଶିବଙ୍କର ଏହି ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା କି ଲାଭ ମିଳିଥାଏ ଜାଣନ୍ତୁ

Related posts

ଯୁକ୍ତ ୨ ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି

ENO Beuro

୧୦୦ରୁ ଅଧିକ ସ୍ପାଇସ ବମ୍ କିଣିବାନେଇ ଇସ୍ରାଏଲ ସହ ଡିଲ୍‌ କଲା ଭାରତ

Ratnamani Moharana

ଅଭିନନ୍ଦନଙ୍କୁ ୩ ମାସ ମନା ଫାଇଟର୍ ଜେଟ୍

Ratnamani Moharana

1 comment

Leave a Comment