POLITICALS

“ଗାନ୍ଧି-ଭଦ୍ରା ପରିବାର ଦୁର୍ନୀତିର ଫ୍ୟାମିଲି ପ୍ୟାକେଜ୍‌” ବୋଲି କହିଲେ ସ୍ମୃତି ଇରାନୀ

smruti irani

ବିଜେପି ଓ କଂଗ୍ରେସର ଦୋଷ ଲଦା ଲଦି ପ୍ରକ୍ରିୟା ଜାରି…..

ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଥିବା ପ୍ରଶ୍ନ ଉତ୍ତର ତାଲିକାରେ ଆଉ ଏକ ନୂଆ ବିଷୟ ଯୋଡି ହେଇଯାଇଛି। ପ୍ରିୟଙ୍କା ଗାନ୍ଧୀ  ନିର୍ବାଚନ ପ୍ରଚାରରେ ବିଜେପିକୁ ଆକାଉଣ୍ଟରେ ୧୫ ଲକ୍ଷ କାହିଁ!! ବୋଲି ପ୍ରଶ୍ନ କରିଥିଲେ ଏବେ ସ୍ମୃତି ଇରାନୀ  କଂଗ୍ରେସକୁ ଟାର୍ଗେଟ୍‌ କରି ଆଜି ଗାନ୍ଧି ଏବଂ ଭଦ୍ରା ପରିବାରକୁ ‘ଦୁର୍ନୀତିର ଫ୍ୟାମିଲି ପ୍ୟାକେଜ୍‌  ’ବୋଲି କହିଛନ୍ତି।

ଏହାକୁ ପ୍ରମାଣ କରିବାକୁ ଯାଇ ରାହୁଲ ଗାନ୍ଧି ଏବଂ ଏଚ୍‌ଏଲ୍‌ ପହୱାନ୍‌ଙ୍କ ମଧ୍ୟରେ ଟଙ୍କା କାରବାର ହୋଇଥିବା ସାର୍ବଜନୀନ ହୋଇଥିବା ପ୍ରମାଣ, କେବଳ ଭଦ୍ରା ନୁହେଁ ରାହୁଲଙ୍କର ମଧ୍ୟ ସଞ୍ଜୟ ଭଣ୍ଡାରୀଙ୍କ ସହିତ ସମ୍ପର୍କ, ଜବତ ଦସ୍ତାବିଜ୍‌ରୁ ରବର୍ଟ ଭଦ୍ରା ଜମି ଦୁର୍ନୀତିର ଲିପ୍ତ ଥିବା କଥା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ଗତ ୭୦ ବର୍ଷରେ କେବଳ ଦୁର୍ନୀତି ଦେଇଛି। ସେ କହିଛନ୍ତି ଗାନ୍ଧି ଏବଂ ଭଦ୍ରା ପରିବାର ଏ ଦେଶ ସହିତ ଧୋକାବାଜି କରିଛନ୍ତି।
ଆହୁରି ପଢନ୍ତୁ: ଏବେ ଭାରତରେ ଉଡ଼ିପାରିବନି ବୋଇଂ 737-MAX ବିମାନ

Related posts

ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ପୁରୀ ସାଂସଦ ପିନାକୀ ମିଶ୍ର

Ratnamani Moharana

ଆମେରିକା ଗସ୍ତ ପାଇଁ ଇମ୍ରାନଙ୍କ ଖର୍ଚ୍ଚକାଟ ନୀତି, ହୋଟେଲ୍‌ରେ ନ ରହି ଦୂତାବାସରେ ରହିବେ

Ratnamani Moharana

ଜୁଲାଇ ୫ରେ ପ୍ରଥମ ବଜେଟ ଉପସ୍ଥାପନ

Ratnamani Moharana

Leave a Comment