News

ସାପ କାମୁଡାରେ ଦୁଇ ଭାଇଙ୍କ ମୃତ୍ୟୁ

ଆଜି ସକାଳେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ବନ୍ଧପଡ଼ା ଗ୍ରାମରେ ସାପ କାମୁଡ଼ାରେ ୨ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ପ୍ରଭାକର ସାହୁଙ୍କ ଦୁଇ ପୁଅ ପପି(୧୨) ଓ ତପି (୬)।

snakes ମୃତ୍ୟୁ ସାପ କାମୁଡାରେ ଦୁଇ ଭାଇଙ୍କ ମୃତ୍ୟୁ snakes

ସୂଚନାଅନୁଯାୟୀ,ଗତକାଲି ରାତିରେ ଦୁଇ ଭାଇ ଶୋଇଥିବା ପ୍ରଥମେ ଗୋଟିଏ ଭାଇକୁ ସାପ କାମୁଡ଼ିବାରୁ ସେ ଜୋର୍‌ ଚିତ୍କାର କରିଥିଲା। ଏହା ପରେ ଆଉ ଗୋଟିଏ ଭାଇକୁ ମଧ୍ୟ ସାପ କାମୁଡ଼ିଥିଲା । ପରିବାର ଲୋକ ଆସି ଦେଖିଥିଲେ ଦୁଇ ଭାଇଙ୍କ ନିକଟରେ ଏକ ବିଷଧର ସାପ ଥିଲା । ଦୁଇ ଭାଇଙ୍କୁ ପରିବାର ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏକାସଙ୍ଗରେ ଦୁଇ ପୁଅଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ଭାଙ୍ଗି ପଡ଼ିଥିବାବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି । ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଁଚି ଥିବା ସୂଚନା ମିଳିଛି।

ପଢନ୍ତୁ; ଭୁବନେଶ୍ୱରକୁ ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାର

Related posts

ପାଣିପାଗ ବିଭାଗ ପକ୍ଷରୁ ସୂଚନା : ଆଜି ୧୩ଟି ଅଞ୍ଚଳରେ ହୋଇପାରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ!

Krishna Kumar Manoj

ଗାଡି ଚାଳକଙ୍କ ପାଇଁ ବଡ ଖବର : ଡିଏଲ୍‌ରେ ସଂଯୋଗ ହେବ ଆଧାର

Krishna Kumar Manoj

ମରାଠାକୁ ଶୀଘ୍ର ମିଳିବ ସଂରକ୍ଷଣ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More