ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ବନ୍ଦ ହୋଇଯିବ ଫେସବୁକ୍ ଓ ଇନଷ୍ଟାଗ୍ରାମର ଅନେକ ସେବା । କାରଣ ବି କହିଛି କମ୍ପାନୀ ।ଆଗ ଭଳି ଆଉ ଲାଭ ହେଉନି ।
ବନ୍ଦ ହୋଇଯିବ ଫେସବୁକ୍ ଓ ଇନଷ୍ଟାଗ୍ରାମର ଅନେକ ସେବା । କାରଣ ବି କହିଛି କମ୍ପାନୀ ।ଆଗ ଭଳି ଆଉ ଲାଭ ହେଉନି । ତେଣୁ କିଛି ସେବାକୁ ମେଟା ବନ୍ଦ କରିବା ନେଇ ଯୋଜନା କରୁଥିବା ସୂଚନା ମିଳିଛି ।
ରିପୋର୍ଟ ଅନୁସାରେ, କମ୍ପାନୀ କହିଛି ଯେ, ମେଟା ନିଜ ୟୁରୋପୀୟ ୟୁଜର୍ସଙ୍କ ଡାଟା ଆମେରିକା ସ୍ଥିତ ସର୍ଭରକୁ ଟ୍ରାନ୍ସଫର ଓ ପ୍ରୋସେସିଂ ପାଇଁ ଚାହୁଁଛି । ଯଦି ଏପରି ନହୁଏ ତେବେ ୟୁରୋପରେ ଫେସବୁକ ଓ ଇନଷ୍ଟାଗ୍ରାମର ଅନେକ ସେବା ବନ୍ଦ ହୋଇଯିବ । ଏପରିକି ଏହି ଦୁଇ ସୋସିଆଲ ନେଟଓ୍ୱାର୍କ ବି ବନ୍ଦ ହୋଇପାରେ । ୟୁରୋପରେ ଏବେ ଡାଟା ଟ୍ରାନ୍ସଫରକୁ ନେଇ ବଡ ପଦକ୍ଷେପ ନିଆଯାଇଛି । ଏବେସୁଦ୍ଧା କମ୍ପାନୀକୁ ପ୍ରାଇଭେସି ସିଲ୍ଡ ମଡେଲ ପାଇଁ ଡାଟା ଟ୍ରାନ୍ସଫର ଅପସନ୍ ମିଳୁଥିଲା । ମେଟା ଏହା ସାହାଯ୍ୟରେ ୟୁରୋପୀୟ ୟୁଜର୍ସଙ୍କ ଡାଟା ଆମେରିକୀୟ ସର୍ଭରରେ ଷ୍ଟୋର୍ କରୁଥିଲା । କିନ୍ତୁ ଏହି ଆଇନକୁ ଏବେ ରବ୍ଦ କରି ଦିଆଯାଇଛି । ଯଦି କୌଣସି ନୂଆ ଫ୍ରେମଓ୍ୱାର୍କ ନମିଳେ ତେବେ କମ୍ପାନୀ ଫେସବୁକ ଓ ଇନଷ୍ଟାଗ୍ରାମ୍ ଭଳି ସେବା ଦେଇପାରିବ ନାହିଁ । ପ୍ରଥମେ ୟୁରୋପୀୟ ୟୁଜର୍ସଙ୍କ ଡାଟାକୁ ଆମେରିକୀୟ ସର୍ଭରକୁ ଟ୍ରାନ୍ସଫର ପାଇଁ କମ୍ପାନୀ ପ୍ରାଇଭେସୀ ସିଲ୍ଡ ବ୍ୟବହାର କରୁଥିଲା ।ତେବେ ୨୦୨୦ ଜୁଲାଇରେ ୟୁରୋପୀୟ କୋର୍ଟ ଏହାକୁ ରବ୍ଦ କରିଦେଇଥିଲେ । ପ୍ରାଇଭେସୀ ସିଲ୍ଡ ବ୍ୟତୀତ ମେଟା ଡ୍ରାଟା ଟ୍ରାନ୍ସଫର ପାଇଁ ଷ୍ଟାଣ୍ଡାର୍ଡ କଣ୍ଟ୍ରାକଚ୍ୟୁଆଲ୍ କ୍ଲଜେସକୁ ମଧ୍ୟ ବ୍ୟବାହର କରୁଥିଲା ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।