ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ନେହୁରୁ ନଗରରେ ରହିଥିବା ରାଜୀବ ଆବାସ ଯୋଜନାର ‘କେ’ ବ୍ଳକକୁ ନେଇ ପୁଣି ଉଠିଛି ବିବାଦ ।
ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ନେହୁରୁ ନଗରରେ ରହିଥିବା ରାଜୀବ ଆବାସ ଯୋଜନାର ‘କେ’ ବ୍ଳକକୁ ନେଇ ପୁଣି ଉଠିଛି ବିବାଦ । କେ ବ୍ଳକକୁ ନିଜ ଅକ୍ତିଆରରେ ରଖିଥିବା ନେଇ ପ୍ରମିଳା ତ୍ରିପାଠୀଙ୍କ ନାମରେ ଗୋଷାଣୀନୂଆଗାଁ ଥାନାରେ ମାମଲା ହୋଇଛି । ଏଭଳି ଅଭିଯୋଗ କରିଛନ୍ତି ନିଜେ ବିଏମସି କମିଶନର। ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନାରେ ଏନେଇ ଲିଖିତ ଅଭିଯୋଗ ଦେବା ପରେ ଏହାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ତେବେ ଅଭିଯୁକ୍ତକୁ ଖଣ୍ଡନ କରିଛନ୍ତି ପ୍ରମିଳା ତ୍ରିପାଠୀ , ମତେ ବିଜୁ ବାବୁ ଜମି ଦେଇଥିଲେ ଗରୀବ ଅସହାୟ ମାନଙ୍କର ସେବା କରିବା ପାଇଁ । ବ୍ୟକ୍ତିଗତ ଜମିରେ ବିଏମସି ରାଜୀବ ଆବାସ ଯୋଜନାରେ ଗୃହ କରିଲା । ଆଉ ଏଥିପାଇଁ ହାଇକୋର୍ଟର ଦ୍ବାରସ୍ଥ ହେବା ପରେ ୬ ମାସ ମଧ୍ୟରେ ସେଟେଲମେଣ୍ଟ ପାଇଁ ବ୍ରହ୍ମପୁର ତହସିଲଦାରଙ୍କୁ ନୋଟିସ ଆସିଛି । ଥାନାରେ ମାମଲା ଦେବା କେତେ ଦୂର ଠିକ ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା । ବର୍ତ୍ତମାନ ବିଏମସି ମିଛରେ ଘର ମାଡ଼ିବସିବା ନେଇ ମାମଲା ରୁଜୁ କଲେ ଡ଼ରିବାର ନାହିଁ ବୋଲି ରୋକଠୋକ କହିଛନ୍ତି ବ୍ରହ୍ମପୁର ସମାଜସେବୀ ପ୍ରମିଳା ତ୍ରିପାଠୀ ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।