News

ଜାମ୍ମୁ କାଶ୍ମୀର ରାଜୌରୀରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ ସେନା, ଜଣେ ଯବାନ ସହୀଦ

pak

ଜମ୍ମୁ କଶ୍ମୀରର ୩ଟି ସ୍ଥାନରେ ପାକ୍‌ର ଗୁଳିମାଡ଼

ଜାମ୍ମୁ କାଶ୍ମୀର ରାଜୌରୀରେ ଜିଲ୍ଲାରେ ନିୟନ୍ତ୍ରଣ ରେଖା ଉପରେ ପାକିସ୍ତାନୀ ସେନା ଯୁଦ୍ଧ ବିରତି ଉଲଂଘନ କରିଛି। ଏଥିରେ ଜଣେ ଭାରତୀୟ ସେନାର ଯବାନ ସହିଦ ହୋଇଛନ୍ତି। ବାରମୁଳା, ସୋପର ଏବଂ ବନ୍ଦିପୁରା ଅଂଚଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୋପର ଜିଲ୍ଲାରେ ଆତଙ୍କବାଦୀଙ୍କ ଗ୍ରେନେଡ଼ ହମଲାରେ ୩ ପୋଲିସକର୍ମୀ ଆହତ ହୋଇଛନ୍ତି।

ହୋଲି ଭଳି ଏକ ପବିତ୍ର ଦିନରେ ପାକିସ୍ତାନ ସୀମାରେ ନିନ୍ଦନୀୟ କାମ କରିଛି । ଅସ୍ତ୍ରବିରତି ଉଲ୍ଲଙ୍ଘନ  ସମୟରେ ଭାରତୀୟ ସେନାର ସଙ୍ଘର୍ଷ ମଧ୍ୟରେ ଜଣେ ଯବାନ ସହିଦ ହୋଇଛନ୍ତି।

ଭାରତର କଡ଼ା କାର୍ଯ୍ୟାନୁଷ୍ଠାନ ପରେ ବି ପାକିସ୍ତାନ ସୁଧୁରିବାର ନାଁ ନେଉନାହିଁ। ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲଙ୍ଘନ କରିଚାଲିଛି। ମାତ୍ର ସୁରକ୍ଷାକର୍ମୀ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇନାହନ୍ତି।

ପଢନ୍ତୁ; ଶଙ୍ଖ ଛାଡି ପଦ୍ମ ଧରି ପାରନ୍ତି ସିଦ୍ଧାନ୍ତ ମହାପାତ୍ର !

Related posts

ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଭୂଇଁରେ ପୋତି ହୋଇଗଲା କାର୍

ENO Beuro

ଶ୍ରୀମନ୍ଦିର ଆଖପାଖରେ ବାଜିବନି ଡିଜେ ଓ ବ୍ୟାଣ୍ଡ : ପୁରୀ ଜିଲ୍ଲା ପ୍ରାଶସନ

ENO Beuro

ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାହୁଡା ଯାତ୍ରା

ENO Beuro

Leave a Comment