Loading...

ରୋଗରୁ ରକ୍ଷା କରିପାରେ କାଜୁ

ରୋଗରୁ ରକ୍ଷା କରିପାରେ କାଜୁ

କାଜୁ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହିତ ଶରୀର ପାଇଁ ବହୁତ ହିତକର ମଧ୍ୟ ହୋଇଥାଏ । କାଜୁରେ ପ୍ରଚୁର ପରିମାଣରେ ପ୍ରୋଟିନ ଏବଂ ଭିଟାମିନ-ବି ରହିଥାଏ । ଏହାଛଡା କାଜୁରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ ।

କାଜୁ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହିତ ଶରୀର ପାଇଁ ବହୁତ ହିତକର ମଧ୍ୟ ହୋଇଥାଏ । କାଜୁରେ ପ୍ରଚୁର ପରିମାଣରେ ପ୍ରୋଟିନ ଏବଂ ଭିଟାମିନ-ବି ରହିଥାଏ । ଏହାଛଡା କାଜୁରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ ।

ପ୍ରତିଦିନ କାଜୁର ସେବନ, ଆମ ମତିଷ୍କ ପାଇଁ ଲାଭଦାୟକ ହେବା ସହିତ ଆମ ତ୍ୱଚା ପାଇଁ ମଧ୍ୟ ଉପକାରୀ ହୋଇଥାଏ ।

କାଜୁରେ ମନୋ ସେଚୁରାଇଡସ୍ ଥିବାରୁ ଏହା ଆମ ହାଡ ବା ମାଂସପେଶୀ କୁ ସୁସ୍ଥ ରଖିବା ସହିତ ବିଭିନ୍ନ ପ୍ରକାର ହାର୍ଟ ଡିଜିଜ୍ ରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।
କାଜୁରେ ଆଇରନ୍ ର ମାତ୍ରା ଅଧିକ ଥିବାରୁ କାଜୁ ଖାଇବା ଦ୍ୱାରା ଶରୀରରେ ଆଇରନ୍ ର ଅଭାବକୁ ଦୂର କରାଯାଇପାରେ ।

କାଜୁର ସେବନରେ ଆମ ଶରୀରରୁ ଅନାବଶ୍ୟକ ବା ଅତ୍ୟଧିକ କୋଲେଷ୍ଟ୍ରଲ ର ମାତ୍ରା ହ୍ରାସ ପାଇଥାଏ ।
କାଜୁ ଖାଇବା ଦ୍ୱାରା ବ୍ଳଡ୍ ପ୍ରେସର ବା ରକ୍ତ ଚାପ ନିୟନ୍ତ୍ରଣ ଠିକ ହୋଇଥାଏ । ଏବଂ କେଶ ଓ ତ୍ୱଚାକୁ ମଧ୍ୟ ସୁନ୍ଦର କରିଥାଏ ।
କାଜୁ ଖାଇଲେ ଶରୀରରେ ପାଚନ କ୍ରିୟା ଠିକ ହୋଇଥାଏ ଏବଂ ଦୁର୍ବଳତା ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.