LIFESTYLE

ଆସନ୍ତୁ ଜାଣିବା ଖାଦ୍ୟ ଗ୍ରହଣ କରିବାର ସଠିକ୍ ଉପାୟ

ଖାଦ୍ୟ ମନୁଷ୍ୟ ପାଇଁ ଏକ ଅନିର୍ବାଜ୍ୟ ବସ୍ତୁ  ଅଟେ। ମନୁଷ୍ୟ ଖାଦ୍ୟ ବିନା ବଞ୍ଚିବା ସମ୍ଭବ ନୁହେଁ। ଆମେ ପ୍ରତିଦିନ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ ତେବେ କେତେକେ ଖାଦ୍ୟକୁ ଆମେ ରୋଷେଇ  କରି ଖାଉଥିବାବେଳେ କେତେକେ ଖାଦ୍ୟକୁ ଆମେ କଞ୍ଚା ଖାଇଥାଉ। ତେବେ ଆମେ ଅନେକ ସମୟରେ ଭୁଲ୍‍ ପ୍ରଣାଳୀରେ ରୋଷେଇ କରିବା ଦ୍ୱାରା ଖାଦ୍ୟରେ ଥିବା ଭିଟାମିନ ବା ପୋଷକ ତତ୍ତ୍ୱ   ନଷ୍ଟ ହୋଇ ଯାଇଥାଏ। ଏହା ଦ୍ବାରା ଶରୀର ସୁସ୍ଥ ରହିବା ପରିବର୍ତ୍ତେ ରୋଗାକ୍ରାନ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସଠିକ୍ ଉପାୟରେ ଖାଦ୍ୟ ଗ୍ରହଣ କରିବାର ଉପାୟ….

 

  • ରସୁଣକୁ କାଟିବା ଦ୍ବାରା ଏଥିରେ ଥିବା ଏନଜାଇନ ଓ ଏଲିସିନ ନଷ୍ଟ ହୋଇଥାଏ। ତେଣୁ ରସୁଣକୁ ଛୁରୀ ଦ୍ୱାରା ଚାପିକି ଖାଇଲେ ଏଥିରେ ଥିବା ଭିଟାମିନ ଦୃଦୟ ଓ ରକ୍ତ କୋଷିକା ପାଇଁ ହିତକାର ହୋଇଥାଏ।

  • ଗାଜରକୁ କାଟିବା ଦ୍ୱାରା ଏଥିରେ ଥିବା ଭିଟାମିନ ନଷ୍ଟ ହୋଇଥାଏ। ଗବେଷଣାରୁ ଜଣାପଡିଛି ଯେ ଗାଜରକୁ କାଟିକି ଖାଇବା ପରିବର୍ତ୍ତେ ସାଲଟ ବା ସୁପରେ ଗୋଟା ବ୍ୟବହାର କରିବା ଆବଶ୍ୟକ।

  • ଆଳୁକୁ ଛାଣି ଖାଇବା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ। ଏହା ଦ୍ୱାରା ଓଜନ ମଧ୍ୟ ବୃଦ୍ଧି ହୋଇଥାଏ। ଆଳୁକୁ ସିଝେଇ ଖାଇବା ଶରୀର ପାଇଁ ହିତକାର ହୋଇଥାଏ । ସିଝା ଆଳୁ ଖାଇଲେ କର୍କଟ ଓ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

Related posts

ନିଜ ମନ ପସନ୍ଦ ଝିଅର ଫୋନନମ୍ବର ଜାଣିବାକୁ ଚାହୁଁଛନ୍ତି କି ? ତେବେ ଜାଣି ରଖନ୍ତୁ ଏହି ସବୁ ଟିପ୍ସ 

ENO Beuro

ତେଜପତ୍ର ର ଅବିଶ୍ଵାସନୀୟ ଔଷଧୀୟ ଗୁଣ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ENO Beuro

ଗରୁଡ଼ ପୁରାଣ ଅନୁସାରେ ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କୁ ସତ କହୁଛି କି ମିଛ କହୁଛି କିପରି ଜାଣିବେ?

ENO Beuro

Leave a Comment