• Home
  • LIFESTYLE
  • ଜୀବନରେ ଖୁସି ରହିବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ ?
LIFESTYLE

ଜୀବନରେ ଖୁସି ରହିବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ ?

ଖୁସି ରହିବା ପାଇଁ ସମସ୍ତେ ଚାହାଁନ୍ତି । ପ୍ରତ୍ୟେକ ମଣିଷର ଜୀବନରେ କିଛି ନା କିଛି ସମସ୍ୟା ଦେଖିବାକୁ ମିଳିଥାଏ । କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ କାମର ଚାପ ପାଇଁ ଲୋକମାନେ ବିନା ଖୁସିରେ ଜୀବନ ବଞ୍ଚୁଛନ୍ତି । କାମର ଚାପରେ ଲୋକମାନେ ନିଜ ପରିବାରକୁ ମଧ୍ୟ କିଛି ଭଲ ସମୟ ଦେଇ ପାରୁ ନାହାନ୍ତି । ତେବେ ଏମିତି କିଛି ଉପାୟ ରହିଛି ଯାହା ମାଧ୍ୟମରେ ଆପଣ ବ୍ୟସ୍ତବହୁଳ ଜୀବନରେ ମଧ୍ୟ ନିଜକୁ ଖୁସି କରି ପାରିବେ ।

ଖୁସି ରହିବା ପାଇଁ କିଛି ଟିପ୍ସ :-

  • ଯଦି ଆପଣ କୌଣସି ଖାସ୍ କାର୍ଯ୍ୟ ପାଇଁ ଯାଉଛନ୍ତି ତେବେ ଯେଉଁ କୋଣକୁ ଯାଉଛନ୍ତି, ସେହି କୋଣର ବିପରିତୀ କୋଣକୁ ୪ ପାଦ ଚାଲନ୍ତୁ, ତାପରେ ଆପଣଙ୍କ କାର୍ଯ୍ୟକୁ ବାହାରନ୍ତୁ । ଏଭଳି କରିବା ଦ୍ୱରା ଆପଣଙ୍କ କାର୍ଯ୍ୟ ନିଶ୍ଚିତ ସଫଳ ହେବ ।
  • ସକାଳୁ ଉଠି ପ୍ରଥମେ ଦୁଇ ପାପୁଲିକୁ ଏକାଠି ଯୋଡି ଦେଖନ୍ତୁ, ତାପରେ ସେହି ପାପୁଲିକୁ ୩ଥର ମୁହଁରେ ଲଗାନ୍ତୁ । ଏବଂ ପଲଙ୍କରୁ ଉଠି ଚଟାଣରେ ପାଦ ରଖି ଧରିତ୍ରୀ ମାତାଙ୍କ କ୍ଷମା ମାଗନ୍ତୁ । ଏହାଦ୍ୱାରା ଆପଣଙ୍କ ଦିନଟି ଭଲରେ ଭଲରେ କଟିଥାଏ ।
  • ସୂର୍ଯ୍ୟଦୟୋ ହେଲା ପରେ ମୁଣ୍ଡ ଧୋଇ ଗାଧୋଇ ଗାୟତ୍ରୀ ମନ୍ତ୍ର ଯପ କରନ୍ତୁ । ଏବଂ ପ୍ରାରମ୍ଭରୁ ୩ଥର ‘ଓଁ’ ଯପ କରନ୍ତୁ । ଯପ କରିବା ସମୟରେ ହାତ ମୁଣ୍ଡ ଉପରେ ରହିବା ଉଚିତ୍ । ପୁଣି ୧୨ ଥର ଗାୟତ୍ରୀ ମନ୍ତ୍ର ଯପନ୍ତୁ । ଏହାଦ୍ୱାରା ଧିରେ ଦିରେ ବୃଦ୍ଧି ବିକାଶ ହେବା ସହ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ।
  • ସଙ୍ଗୀତ ଶୁଣିବା ଦ୍ୱାରା ଜୀବନକୁ ଦେଖିବାର ଶୈଳୀ ହିଁ ବଦଳି ଯାଇଥାଏ । ଚିନ୍ତାଗ୍ରସ୍ତ ଥିବା ବେଳେ ଗୀତ ଶୁଣିବା ଦ୍ୱାରା ଆପଣଙ୍କ ମସ୍ତିଷ୍କକୁ ଶାନ୍ତି ମିଳିବା ସହ ସକାରାତ୍ମକ ଭାବନା ମଧ୍ୟ ଜାତ ହୋଇଥାଏ ।
  • ଯୋଗ କରିବା ଦ୍ୱାରା ମଧ୍ୟ ଚିନ୍ତା ଦୂର ହୋଇଥାଏ । ପ୍ରତିଦିନ ସକାଳୁ ଯୋଗ କରିବା ଦ୍ୱାରା ଆପଣଙ୍କର ପୁରା ଦିନ ଭଲରେ କଟିବା ସହ ଆପଣ ସୁସ୍ଥ ମନରେ କାମ କରି ପାରିବେ ।

ଜୀବନରେ ଖୁସି ରହିବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ ? ଜୀବନରେ ଖୁସି ରହିବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ ? happy life

ପଢନ୍ତୁ ;  ସକାଳୁ ତେଜପତ୍ର ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

 

Related posts

ଅଦ୍ଭୁତ ପରମ୍ପରା :୫ ଦିନ ପର୍ଯ୍ୟନ୍ତ ମହିଳାଙ୍କୁ ରହିବାକୁ ପଡ଼ିଥାଏ ବିବସ୍ତ୍ର

Krishna Kumar Manoj

ପୋଦିନାରେ ରହିଛି ଅନେକ ଚମତ୍କାରୀ ଗୁଣ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

ପାଣିରେ ଲୁଣ ମିଶାଇ ପିଇଲେ କଣ ଲାଭ ମିଳିଥାଏ ଜାଣନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More