EnewsOdia.Com

ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ପାଇବା ପାଇଁ ଧାରଣ କରନ୍ତୁ ମୋତି

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମୋତି ଚନ୍ଦ୍ରମାଙ୍କର ରତ୍ନ ଅଟେ। ଏହାକୁ ଧାରଣ କରିବା ଦ୍ୱାରା ଚନ୍ଦ୍ରମାଙ୍କର ସମସ୍ତ ଦୋଷ ଦୂର ହୋଇଥାଏ। ଚନ୍ଦ୍ରମା ମାନସିକ ଦୁଶ୍ଚିତାକୁ ଦୂର କରିଥାଆନ୍ତି। ଯେଉଁମାନଙ୍କ ରାଶିରେ ଚନ୍ଦ୍ରମା ଦୁର୍ବଳ ଅବସ୍ଥାରେ ରହିଥାଆନ୍ତି। ସେମାନେ ମୋତି ଧାରଣ କରିବା ଆବଶ୍ୟକ ଅଟେ। ଏତଦ୍‍ ବ୍ୟତୀତ ମୋତି ଧାରଣ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ।

୧) ମୋତି ଧାରଣ କରିବା ଦ୍ୱାରା ସମସ୍ତ ମାନସିକ ଦୁଶ୍ଚିତା ଦୂର ହୋଇଥାଏ।


୨) ଏହାକୁ ଧାରଣ କଲେ ଜ୍ଞାନ ବୃଦ୍ଧି ହୋଇଥାଏ।

୩) ପଣ୍ଡିତଙ୍କ ପରାମର୍ଶ ଅନୁଯାୟୀ ଏହାକୁ ବ୍ୟକ୍ତି ନିଜର ଓଜନ ଅନୁଯାୟୀ ୪ଟି, ୬ଟି କିମ୍ବା ୭ଟି ଧାରଣ କରିବା ଆବଶ୍ୟକ ଅଟେ।


୪) ଗୋଲ ମୋତିକୁ ସବୁଠାରୁ ଅଧିକ ପ୍ରାଚୀନ ଓ ସର୍ବଶ୍ରେଷ୍ଠ ବୋଲି ମାନ୍ୟତା ରହିଛି। ଏହି ମୋତିକୁ ଚାନ୍ଦିର ମୁଦିରେ ଶୁକ୍ଳ ପକ୍ଷ ସୋମବାର ଦିନ ଧାରଣ କରିବା ଉଚିତ ।

ପଢନ୍ତୁ: ଅଫିସ୍‌ରେ ସମସ୍ୟା ଲାଗିରହୁଥିଲେ ଆପଣାନ୍ତୁ କେତେକ ବାସ୍ତୁ ଟିପ୍ସ

ସମ୍ବନ୍ଧିତ ଖବର

ଏବେ ୨୦୨୦ ପର୍ଯ୍ୟନ୍ତ ଚମକିବେ ଏହି ୩ ରାଶି ବ୍ୟକ୍ତିଙ୍କ ଜୀବନ

Ratnamani Maharana

ଆକ୍ୱାରିୟମ୍‌ରେ କେତୋଟି ମାଛ ରଖିଲେ କଟିବ ବାସ୍ତୁଦୋଷ ?

Ratnamani Maharana

ଅସଫଳ କାମକୁ ସଫଳ କରେ ରୋଷେଇ ଘରେ ଥିବା ଏହି ଜିନିଷ

Ratnamani Maharana

କଳାଜାଇ ଦିଏ ମଣିଷର ସ୍ୱଭାବ ଓ ଗୁଣ ବିଷୟରେ ସୂଚନା, ଜାଣନ୍ତୁ କିପରି

Ratnamani Maharana

ଜାଣନ୍ତୁ କେଉଁ ରାଶିର ଲୋକେ ସୁନା ଧାରଣ କଲେ ମିଳିଥାଏ ଶୁଭଫଳ

Ratnamani Maharana

ବାସ୍ତୁ ଦୋଷ ନେଇପାରେ ଜୀବନ

Ratnamani Maharana