EnewsOdia.Com

ଆପଣଙ୍କ ଭାଗ୍ୟ ବଦଳାଇଦେବ ରୋଷେଇ ଘର, ଜାଣନ୍ତୁ କିପରି

ଘରର ରୋଷେଇ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ଆମ ଶରୀର ସୁସ୍ଥ ରୁହେ  । କିନ୍ତୁ ଆପଣ ଜାଣନ୍ତି କି ଏହି ରୋଷେଇ ଘର ସହ ଯୋଡି ହୋଇ ରହିଛି ଆମ ସୁଖ ସମୃଦ୍ଧି ଓ ଧନ ସମ୍ପଦର ଭାଗ୍ୟ  । ଏମିତିକି ରୋଜଗାର ଓ କ୍ୟାରିୟର ଦିଶା ଓ ଦଶା ମଧ୍ୟ ନିର୍ଧାରଣ କରେ ଏହି କିଚେନ । ଯଦି ଘରର କିଚେନ ଖରାପ ହୁଏ ତେବେ ଏହାର ସିଧାସଳଖ ପ୍ରଭାବ ପଡେ ବ୍ୟକ୍ତିର ରୋଜଗାର ଓ ସ୍ୱାସ୍ଥ୍ୟ ଉପରେ । ଯଦି ମହିଳାମାନେ ସାମାନ୍ୟ ଏହା ଉପରେ ଧ୍ୟାନ ଦେବେ ତା ହେଲେ କିସମତ ଚମକିବାକୁ ବେଶି ସମୟ ଲାଗିବନି  ।

୧) କିଚେନକୁ ଘରର ଆଗ୍ନେୟ(ଦକ୍ଷିଣ-ପୂର୍ବ) କୋଣରେ ରଖିଲେ ବେଶୀ ଭଲ। କାରଣ ଏଠାକୁ ସୁର୍ଯ୍ୟକିରଣ ଆସିବା ଦରକାର।

୨) ଅନାବଶ୍ୟକ ଜିନିଷକୁ କିଚେନେର ରଖି ଅଯଥା ଭିଡ କରନ୍ତୁ ନାହିଁ।

୩) ନିଆଁ ଓ ପାଣିର ସ୍ରୋତ କେବେ ବି ଏକା ସଙ୍ଗେ ହେବା କଥା ନୁହେଁ।

୪) ରୋଷେଇ ଘରେ କଳାପଥର ବ୍ୟବହାର କରନ୍ତୁ ନାହିଁ।

୫) ରାତିରେ ଶୋଇବା ପୂବର୍ରୁ  କିଚେନକୁ ସଫା କରନ୍ତୁ।

୬) ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ରୋଷେଇ ଘରେ ଲଗାନ୍ତୁ ନାହିଁ।

୭) କିଚେନ୍ ଯଦି ଭୂଲ କୋଣରେ ରହିଛି ତେବେ ଏହାର ରଙ୍ଗ ହାଳକା ହଳଦୀ କିମ୍ବା ନାରଙ୍ଗୀ ରଖନ୍ତୁ।

୮) ରୋଷେଇ ଘରର ଚାରି କାନ୍ଥରେ ଲାଲରଙ୍ଗର ସ୍ୱସ୍ତିକ ଆଙ୍କନ୍ତୁ।

୯) କିଚେନର ଚାଉଳରେ ଏକ ରୁପା ମୁଦ୍ରା ରଖନ୍ତୁ ଏହା ଦ୍ୱାରା ଧନ ବଂଚିବା ସହଜ ହେବ।

ପଢନ୍ତୁ: ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ପାଇବା ପାଇଁ ଧାରଣ କରନ୍ତୁ ମୋତି

ସମ୍ବନ୍ଧିତ ଖବର

କାହିଁକି କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ ? ଜାଣନ୍ତୁ

Ratnamani Maharana

ଅଫିସ୍‌ରେ ସମସ୍ୟା ଲାଗିରହୁଥିଲେ ଆପଣାନ୍ତୁ କେତେକ ବାସ୍ତୁ ଟିପ୍ସ

Ratnamani Maharana

ବୈବାହିକ ଜୀବନରେ ଫାଟ, ଜାଣନ୍ତୁ ବାସ୍ତୁ ଟିପ୍ସ ଆପଣାଇ କିପରି ଆଣିବେ ସୁଧାର

Ratnamani Maharana

ଶନିବାର ଏହି ଦ୍ରବ୍ୟ କିଣିଲେ ଆସେ ର୍ଦୁଭାଗ୍ୟ

Ratnamani Maharana

ପରିବାରରେ ସର୍ବଦା ଖୁସି ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

Ratnamani Maharana

ବାସ୍ତୁ ଦୋଷ ନେଇପାରେ ଜୀବନ

Ratnamani Maharana