ବିଭିନ୍ନ ଘଟଣା, ଦୁର୍ଘଟଣାର ମିଳିଥାଏ ପୂର୍ବ ସୂଚନା
ଏମିତି ବି କିଛି ଘଟଣା ରହିଛି, ଯାହା ଆମକୁ ସାମାନ୍ୟ ଲାଗୁଥିଲେ ବି ତାହା ଭବିଷ୍ୟତରେ ହେବାକୁ ଥିବା କୌଣସି ବଡ଼ ସମସ୍ୟାର ସଙ୍କେତ ଭାବେ ଆମକୁ ପୂର୍ବରୁ ସୂଚନା ଦେଇଥାଏ।
Loading...
ଆମ କାର୍ଯ୍ୟସ୍ଥଳର ସମ୍ବନ୍ଧ ସିଧାସଳଖ ଶନି ଭଗବାନଙ୍କ ସହ ଥାଏ। କୁହାଯାଏ, ଶନି ଦଶା ପଡ଼ିଲେ କାର୍ଯ୍ୟସ୍ଥଳରେ ନାନା ସମସ୍ୟା ଉପୁଜେ।
ଆମ କାର୍ଯ୍ୟସ୍ଥଳର ସମ୍ବନ୍ଧ ସିଧାସଳଖ ଶନି ଭଗବାନଙ୍କ ସହ ଥାଏ। କୁହାଯାଏ, ଶନି ଦଶା ପଡ଼ିଲେ କାର୍ଯ୍ୟସ୍ଥଳରେ ନାନା ସମସ୍ୟା ଉପୁଜେ। ଯେପରିକି ଭଲ କାମ କଲେ ବି ପ୍ରଶଂସା ମିଳେ ନାହିଁ, କାମରେ ମନ ଲାଗେ ନାହିଁ ଓ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହେ ନାହିଁ ଇତ୍ୟାଦି। ବୁଧ ଗ୍ରହ ମଧ୍ୟ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ। କାରଣ ବୁଧ ଗ୍ରହର ଉପସ୍ଥିତି ସାହାଯ୍ୟରେ ବ୍ୟକ୍ତି କାର୍ଯ୍ୟସ୍ଥଳର ମାହୋଲ ସହ ନିଜକୁ ଖାପ ଖୁଆଇବାରେ ସମର୍ଥ ହୁଏ। ସାଧାରଣତଃ ରାହୁ ଓ କେତୁ କାର୍ଯ୍ୟସ୍ଥଳରେ ସମସ୍ୟା ସୃଷ୍ଟି କରିଥା’ନ୍ତି। ତେବେ ଆଜି ଆମେ କିଛି ଉପାୟ ବତାଇବୁ ଯାହାକୁ ପ୍ରୟୋଗ କରି ଆପଣ ଏସବୁ ସମସ୍ୟାରୁ ମୁକ୍ତି ପାଇପାରିବେ।
୧) ଅଫିସେରେ କିଭଳି ସବୁ ଭଲରେ ହେବ?
୨) ସହକର୍ମୀଙ୍କ ସହ ସମସ୍ୟା ଅଛି କି?
୩) କାର୍ଯ୍ୟର ପ୍ରଶଂସା ମିଳୁନାହିଁ?
୪) ଅଫିସ୍ ମାହୋଲ ସହ ଖାପ ଖୁଆଇବା କଷ୍ଟ ହେଉଛି?
Shakespeare, in the beautiful garden, among the party. Some of the hall: in fact she was ever to.
ଏମିତି ବି କିଛି ଘଟଣା ରହିଛି, ଯାହା ଆମକୁ ସାମାନ୍ୟ ଲାଗୁଥିଲେ ବି ତାହା ଭବିଷ୍ୟତରେ ହେବାକୁ ଥିବା କୌଣସି ବଡ଼ ସମସ୍ୟାର ସଙ୍କେତ ଭାବେ ଆମକୁ ପୂର୍ବରୁ ସୂଚନା ଦେଇଥାଏ।
ସକାଳୁ ଉଠିବା ମାତ୍ରେ ଘରର ସ୍ତ୍ରୀଲୋକ ଯଦି ପ୍ରତିଦିନ ଦାଣ୍ଡଦୁଆରକୁ ସଫାସୁତୁରା କରିଥାନ୍ତି, ତ’ହେଲେ ଘରକୁ କୌଣସି ପ୍ରକାରର ନକାରାତ୍ମକ ଊର୍ଜ୍ଜା ପ୍ରବେଶ କରେନାହିଁ
ବାସ୍ତୁଶାସ୍ତ୍ରରେ ପ୍ରେମକୁ ନେଇ ଗୋଟିଏ ପ୍ରାଣୀକୁ ଅତ୍ୟନ୍ତ ଶୁଭ ବୋଲି ଗଣନା କରାଯାଏ । ଏହି ଜୀବଟିର ନାମ ହେଉଛି “ଓଟ “ ।