Entertainment

ଡଟ୍ ଫେଷ୍ଟ: ଆଜି ସୋନା ମହାପାତ୍ରଙ୍କ ଲାଇଭ ଶୋ’

sona

ଲୋକପ୍ରିୟ ଗାୟିକା ସୋନା ମହାପାତ୍ର ସିଟି ଫେଷ୍ଟିଭାଲକୁ ଆସୁଛନ୍ତି। ଆଜି ‘ଲାଲ ପରୀ ମସ୍ତାନୀ’ ଥିମରେ ଲାଇଭ ଇନ୍ କନସର୍ଟ କରିବେ। ଏହି କନସର୍ଟରେ ସୋନା ଓ ସାଥି ସଙ୍ଗୀତ ପରିବେଷଣ କରିବେ। ମଞ୍ଚରେ ସେ ଏକ ଭିନ୍ନ ରୂପରେ ଦର୍ଶକଙ୍କ ସାମ୍ନାକୁ ଆସିବେ ବୋଲି ଶୁଣିବାକୁ ମିଳୁଛି।

sona

ଏଥିପାଇଁ ସେ ଏବେଠୁ ଭୁବନେଶ୍ଵରର ପହଞ୍ଚି ଦର୍ଶକଙ୍କୁ ତାଙ୍କ ଶୋ’ ଦେଖିବାକୁ ଆସିବେ ପାଇଁ ଟ୍ଵିଟରରେ ନିମନ୍ତ୍ରଣ କରିଛନ୍ତି।

କନସର୍ଟରେ ସୋନାଙ୍କ ମୁହଁରୁ ବିବାଦୀୟ ଓଡିଆ ହିଟ୍ ରିମିକ୍ସ ରଙ୍ଗବତୀ ଗୀତ ଶୁଣିବାକୁ ମିଳିବ ବୋଲି ଆଶା କରାଯାଉଛି । ଏହାଛଡା ସୋନା ଏଥିରେ ତାଙ୍କର କୋକ୍ ଷ୍ଟୁଡିଓ ସିଜିନ୍3ର ପିୟା ସେ ନୈନା ଏବଂ ବୋଲୋ ନା.. , ଆଜା ଭି.. ଏବଂ ଅଭି ନେହି ଆନା ଭଳି ଗୀତ ଗାଇବେ ।

ପଢନ୍ତୁ; ଶେଷ ହେଲା କଟକ ବାଲିଯାତ୍ରା,୧୦୦ କୋଟିରୁ ଅଧିକ ବେପାର କରିଛନ୍ତି ବ୍ୟବସାୟୀ

Related posts

ବହି ଲେଖିବେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌

ENO Beuro

ଫେସବୁକ ଆକାଉଣ୍ଟ ବନ୍ଦ କଲେ ଫରହାନ ଅଖତର , ଜାଣନ୍ତୁ କାରଣ କ’ଣ ?

ENO Beuro

‘ମଣିକର୍ଣ୍ଣିକା’ର ରିଲିଜକୁ ବମ୍ବେ ହାଇକୋର୍ଟଙ୍କ ସବୁଜ ସଙ୍କେତ

ENO Beuro

Leave a Comment