ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ମାଆ ହେବାକୁ ଯାଉଛନ୍ତି ସୋନମ କପୁର । ଖୁବ ଶୀଘ୍ର ଅଭିନେତ୍ରୀ ଶୀଘ୍ର ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ସୋନମ ନିଜ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ କିଛି ଚିତ୍ର ସେୟାର କରିଛନ୍ତି ।
ମାଆ ହେବାକୁ ଯାଉଛନ୍ତି ସୋନମ କପୁର । ଖୁବ ଶୀଘ୍ର ଅଭିନେତ୍ରୀ ଶୀଘ୍ର ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ସୋନମ ନିଜ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ କିଛି ଚିତ୍ର ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ଶିଶୁର ବେବି ବମ୍ପ ସ୍ପଷ୍ଟ ଦେଖାଯାଉଛି । ଏହି ଛବିଗୁଡିକୁ ସେୟାର୍ କରି ସୋନମ୍ ମଧ୍ୟ ଗର୍ଭବତୀ ଘୋଷଣା କରିଛନ୍ତି ।ଏହି ଚିତ୍ରଗୁଡିକ ଅଂଶୀଦାର କରି ସୋନମ ଲେଖିଛନ୍ତି – ଚାରି ହାତ, ଯିଏ ତୁମର ଯଥା ସମ୍ଭବ ଯତ୍ନ ନେବ । ଦୁଇଟି ହୃଦୟ ଯାହା ତୁମ ସହିତ ଧକ୍ ଧକ୍ କରିବ । ଏକ ପରିବାର ଯିଏ ତୁମଙ୍କୁ ପ୍ରେମ ଏବଂ ସମର୍ଥନ ଦେବ । ଆମେ ତୁମର ଆଗମନକୁ ଅପେକ୍ଷା କରିଛୁ । ସୋନମଙ୍କ ଏହି ଚିତ୍ରଗୁଡ଼ିକ ଉପରେ ବଲିଉଡ ତାରକାଙ୍କ ମନ୍ତବ୍ୟ ଆସିବା ଆରମ୍ଭ ହୋଇଛି ।
ଭୁମି ପେଡନେକର ଦମ୍ପତିଙ୍କୁ ହାର୍ଟ ଇମୋଜି ଦେଇ ଶୁଭେଚ୍ଛା ଜଣାଇଛନ୍ତି । ଏକତା କପୁର, ଜାନଭୀ କପୁର, କରୀନା କପୁର, ରଭିନା ଟଣ୍ଡନ, କରିସ୍ମା କପୁର ସୋନମଙ୍କ ଛବି ଉପରେ ମନ୍ତବ୍ୟ ଦେଇ ନିଜର ଭଲପାଇବା ଜାହିର କରିଛନ୍ତି । ବେବି ବମ୍ପ ସହିତ ଅଭିନେତ୍ରୀ ସେୟାର କରିଥିବା ଫଟୋରେ ସେ ସ୍ୱାମୀ ଆନନ୍ଦଙ୍କ କୋଳରେ ଶୋଇଛନ୍ତି । ଫଟୋଗୁଡ଼ିକରେ ସୋନମ ଏକ କଳା ପୋଷାକ ପିନ୍ଧିଛନ୍ତି ଏବଂ ପେଟରେ ଥିବା ଛୁଆ ଉପରେ ହାତ ରଖିଛନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।