Celebs News

ସମାଜସେବିକା ଅଭିନୟରେ ଖୁସି ବୋଲି କହିଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ

ଦବଙ୍ଗ ଗାର୍ଲ ଭାବେ ପରିଚିତ ସୋନାକ୍ଷୀ ସିହ୍ନାଙ୍କର ଏକ ଦମଦାର ଚରିତ୍ର ନେଇ ଆସୁଛନ୍ତି ତାଙ୍କ ଆଗାମୀ ଫିଲ୍ମରେ। ଫିଲ୍ମର ନାମ ‘ଭୁଜ; ଦ ପ୍ରାଇଡ ଅଫ ଇଣ୍ଡିଆ । ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନେତା ଅଜୟ ଦେବଗନ  ଥିଲାବେଳେ ତାଙ୍କ ନାୟିକା ସାଜିଛନ୍ତି ପରିଣିତି ଚୋପ୍ରା । ସୋନାକ୍ଷୀ ଏହି ଫିଲ୍ମରେ ଏକ ସମାଜସେବିକା  ଭାବେ ଦେଖିବାକୁ ମିଳିବେ। ଏହି ଚରିତ୍ର ପାଇ ଖୁସି ଅଛନ୍ତି ଓ ସେହି ଅଭିନୟ ଦକ୍ଷତା ସହକାରେ କରିବେ ବୋଲି ସେ ତାଙ୍କ ଫ୍ୟାନମାନଙ୍କୁ କହିଛନ୍ତି।

ଭୂଷଣ କୁମାରଙ୍କ T-serisରେ ଏହି ଫିଲ୍ମର ଶୁଟିଙ୍ଗ କରହୟ ଆରମ୍ଭ ହେବ। ୧୯୭୧ ମସିହାରେ ହୋଇଥିବା ଇଣ୍ଡୋ-ପାକିସ୍ତାନ ଯୁଦ୍ଧ ସମୟରେ ଭୋଜ ଏୟାରପୋର୍ଟ ଦାୟିତ୍ବରେ ଥିବା ବିଜୟ କାର୍ଣିକଙ୍କ  ସାହସିକତା ଉପରେ ଫିଲ୍ମଟି ଆଧାରିତ। ବର୍ତମାନ ସୋନାକ୍ଷୀ ଫିଲ୍ମ ଦବଙ୍ଗ ୩ ର ଶୁଟିଙ୍ଗ କାମରେ ବ୍ୟସ୍ତ ଅଛନ୍ତି। ଫିଲ୍ମଟି ଚଳିତ ବର୍ଷ ଡିସେମ୍ବର  ମାସରେ ରିଲିଜ ହେବ।

ପଢନ୍ତୁ: ବକ୍ସ ଅଫିସ୍‌ରେ ଧୁମ୍ ମଚାଉଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’

Related posts

ଓଲିଉଡ଼୍‍ର ଲୋକପ୍ରିୟ ନାୟିକା ତମନ୍ନା ବସ୍ୟ ଙ୍କ ତେଲୁଗୁ ସିନେମା ଦୁନିଆଁ ପ୍ରତି ମୋହ

ENO Beuro

କ’ଣ ଏପ୍ରିଲ ମାସ ରେ ସୋନମ ବିବାହ କରିବେ ? ଆସନ୍ତୁ ଜାଣିବା ସେ ବିଷୟରେ

ENO Beuro

Udayan Aparajit Is Keeping High Hopes For His Debut Odia Film “Badmas Toka”

Jitendra

Leave a Comment