Entertainment

‘ଦବଙ୍ଗ ୩’ରେ ସଲମାନଙ୍କ ବିପକ୍ଷରେ ନଜର ଆସିବେ ଏହି ହିରୋଇନ

‘ଦବଙ୍ଗ ୩’ରେ ପୁଣି ଦେଖିବାକୁ ପାଇବେ ସଲମାନଙ୍କ କମାଲ

ବଲିଉଡର ଡବଙ୍ଗ ସଲମାନ ଖାନ ବର୍ତମାନ ‘ରେସ ୩’ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଦବଙ୍ଗ ଚରିତ୍ରରେ ସଲମାନ ଖାନ ଏପରି ଅଭିନୟ କରିଥିଲେ ଯାହା ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।  ଏହା ଭିତରେ ତାଙ୍କ ଭାଇ ଅରବାଜ ଖାନ୍ ଦବଙ୍ଗ ୩ ଫିଲ୍ମକୁ ନେଇ ବଡ ବୟାନ ଦେଇଛନ୍ତି ।

‘ଦବଙ୍ଗ ୩’ ୨୦୧୦ ରେ ନିର୍ମିତ ହୋଇଥିବା ଦବଙ୍ଗ ସନେମାର ତୃତୀୟ ପାର୍ଟ । ଏହି ସନେମାକୁ ଅରବାଜ ପ୍ରଯୋଜନା କରୁଥିବା ବେଳେ ଏଥର ମଧ୍ୟ ତୃତୀୟ ଥର ପାଇଁ ସଲମାଙ୍କ ସହିତ ସୋନାକ୍ଷୀ ସ୍ନିହା ଲିଡ୍ ରୋଲରେ ନଜର ଆସିବେ ।

ଅରବାଜ ନିକଟରେ ଏକ ‘ସର୍ଟ ମୁଭି ଦେଖିବାକୁ ଆସିଥିଲେ । ଏହି ସମୟରେ ମିଡିଆରେ ତାଙ୍କୁ ବହୁ ପ୍ରଶ୍ନ ପଚାରାଯାଇ ଥିଲା । ଅରବାଜ କହିଲେ କି ସେ ସର୍ଟ ଫିଲ୍ମ ବ୍ୟତିତ ୱେବ ସିରିଜରେ ମଧ୍ୟ କାମ କରିବାର ସମ୍ଭାବନା ଅଛି । ବର୍ତମାନ ସେ ‘ଦବଙ୍ଗ ୩’ ଉପରେ ପୁରା ଧ୍ୟାନ ଦେଉଛନ୍ତି । ଏହି ଫିଲ୍ମର ସୁଟିଙ୍ଗ ଚଳିତ ବର୍ଷର ମଧ୍ୟ ଭାଗରେ ଆରମ୍ଭ ହେବ ।

କିଛି ଦିନ ପୂବରୁ ଏହି ସିନେମାର ଏକ ଗୀତ ର ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ସଲମାନ ଖାନ୍ ପୋଲିସ ପୋଷାକରେ ପୋଲ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା । ଏହି ଗୀତଟି ସଲମାନ ଖାଁଙ୍କ ‘ଦବଙ୍ଗ ୩’ ଫିଲ୍ମର ଏକ ଅଂଶ ଥିଲା । ସେଥିରେ ସଲମାନ ଖାଁ ଗୁଣ୍ଡାଙ୍କ ସହିତ ମାଡଗୋଳ କରିବା ସହିତ ପୋଲ ଡ୍ୟାନ୍ସ କରୁଛନ୍ତି ।

‘ଦବଙ୍ଗ ୩’ରେ ସଲମାନଙ୍କ ବିପକ୍ଷରେ ନଜର ଆସିବେ ଏହି ହିରୋଇନ dabang 3 1

ପଢନ୍ତୁ ;

ବିଜେଡିରେ ସାମିଲ ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ

Related posts

ଖୁବ ଶୀଘ୍ର ଦୀପିକା ପାଦୁକୋନ୍ ପ୍ରଯୋଜିକା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି

Krishna Kumar Manoj

ରିଲିଜ୍‌ ହେଲା ଆଲିଆ ଭଟ୍ଟଙ୍କ ଅଭିନୀତ ‘ ରାଜି ‘ ର ଅଫିସିଆଲ ଟ୍ରେଲର

Krishna Kumar Manoj

“ସିମ୍ବା” ସିନେମାରୁ ଆଉଟ ମାଧବନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More