Entertainment

ଚିକିତ୍ସା ପାଇଁ କେଶ କାଟିଲେ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ,ସୋସିଆଲ ମିଡିଆରେ ଶେୟାର କଲେ ନିଜର ନୂଆରୂପ

ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କ ନୂଆରୂପ

ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କର୍କଟ ରୋଗରେ ପୀଡ଼ିତ ଥିବା ଖବର ତାଙ୍କ ପ୍ରଶଂସକମାନଙ୍କୁ ମର୍ମାହତ କରିଛି । କର୍କଟ ରୋଗର ଶିକାର ହେବା ପରେ ନିଜେ ସୋନାଲି ଏ ବିଷୟରେ ଜଣାଇବା ପରେ ସମସ୍ତେ ତାଙ୍କର ସୁସ୍ଥତା ପାଇଁ କାମନା କରିଛନ୍ତି । ନ୍ୟୁୟର୍କରେ ତାଙ୍କର ଚିକିତ୍ସା ଆରମ୍ଭ ହେବାରୁ ତାଙ୍କୁ ଜି ଟିଭିରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ଇଣ୍ଡିଆଜ୍‌ ବେଷ୍ଟ ଡ୍ରାମେବାଜ୍‌କୁ ଛାଡ଼ିବାକୁ ପଡ଼ିଛି।

ମଙ୍ଗଳବାର ଦିନ ସୋନାଲୀ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସୋନାଲୀ ନିଜର କେଶକୁ କାଟି ଛୋଟ କରିଥିବା ଦେଖିବାକୁ ମିଳିଛି। ଚିକିତ୍ସା କରିବାପାଇଁ ସେ କେଶ କାଟିଛନ୍ତି ବୋଲି କହିଛନ୍ତି। ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିବା ସହ, ଏହି ସଂଘର୍ଷରେ କିପରି ଆଗକୁ ବଢିବାକୁ ହେବ ତାଙ୍କର ପ୍ରଶଂସକମାନେ ପ୍ରେରଣା ଦେଇଛନ୍ତି ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପଢନ୍ତୁ; ଶନିବାରେ କେଉଁ ସବୁ ଜିନିଷ କିଣିଲେ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ? ଜାଣନ୍ତୁ

Related posts

‘ଫୋର୍ବସ ଏସିଆ’ ଅଣ୍ଡର୍‌ ୩୦ ତାଲିକାରେ ସ୍ଥାନ ପାଇଲେ ବଲିଉଡ୍‌ର ଏହି ନାୟିକା!

ENO Beuro

କପିଲ ଶର୍ମା ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ! ଆଗକୁ ଛୋଟ ପରଦାରେ ପୁଣିଥରେ ଦେଖିବାକୁ ମିଳିବ କପିଲଙ୍କ କମେଡ଼ି

ENO Beuro

ବଲିଉଡ ଅଭିନେତା ଜିତେନ୍ଦ୍ରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ସମ୍ପର୍କୀୟ ଉଉଣୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More