Entertainment

ଜେନିଭାରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡ଼ ଅଭିନେତ୍ରୀ ସୋନମ କପୁର

ସୋନାମ କପୁର ଆନନ୍ଦ ଆହୁଯାଙ୍କୁ ବିଭାହ କରିବେ

ଅଭିନେତ୍ରୀ ସୋନାମ କପୁର ଓ ତାଙ୍କ ବୟଫ୍ରେଣ୍ଡ ଆନନ୍ଦ ଆହୁଯାଙ୍କୁ ବିଭାହ କରିବାକୁ ଯାଉଛନ୍ତି ।ପାରମ୍ପରିକ ରୀତିନୀତି ଅନୁଯାୟୀ ସୋନମ୍‌ଙ୍କ ବିବାହ ଅନୁଷ୍ଠିତ ହେବ । ଆସନ୍ତା ମେ ୧୧ ଓ ୧୨ ତାରିଖରେ ଜେନିଭାରେ ବିବାହ ହେବ। ଏଥିପାଇଁ ସୋନମ୍‌ଙ୍କ ପରିବାର ପକ୍ଷରୁ ଅତିଥିମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି ।

ଶୁଣିବାକୁ ମିଳୁଥିଲା କି ସୋନମଙ୍କ ବାହାଘର କେଉଁ ଜାଗାରେ ହେବ ଶେଥି ପାଇଁ ପରିବାର ଲୋକ ଚିନ୍ତାରେ ଥିଲେ । ଆନନ୍ଦ ଆହୁଯା ଏହି ବାହାଘରକୁ ସ୍ପେଶାଲ କରିବା ପାଇଁ ଜେନିଭା ପ୍ଲେସ କୁ ପସନ୍ଦ କରିଥିଲେ ।

ବିବାହରେ ସୋନମ୍‌ କେଉଁ ପୋଷାକ ପିନ୍ଧିବେ, ତାକୁ ଅବୁ ଜାନି ଏବଂ ସନ୍ଦିପ ଖୋସଲା ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଯାଇଛି ।

ପଢନ୍ତୁ ;

ଫେମିନା ମିସ୍‍ ଇଣ୍ଡିଆ ଓଡ଼ିଶା ୨୦୧୮ ବିଜୟିନୀ ଶ୍ରୁତିକ୍ଷା ନାୟକ

Related posts

ଅକ୍ଷୟ କୁମାରଙ୍କ ‘ପ୍ୟାଡମ୍ୟାନ୍’ ପରେ ଏବେ ପାକିସ୍ଥାନରେ ‘ଅୟାରି’କୁ ବିରୋଧ

ENO Beuro

ଓଡିଶାରେ ଚହଳ ସୃଷ୍ଟି କଲା ମାନସ କୁମାରଙ୍କ ଗୀତ “ତିତିଲ୍ ଉଡେଇନେଲା ଇଟିଲି” ଦେଖନ୍ତୁ ଏହାର ଷ୍ଟୁଡିଓ ଭର୍ସନ

ENO Beuro

‘ବ୍ରାଇଡସ୍ ଟୁଡେ ମ୍ୟାଗାଜିନ’ ରେ ଭାଇରାଲ ହେଲା ଇସାବେଲ-କ୍ୟାଟ୍ରିନାଙ୍କ ବ୍ରାଇଡାଲ ଲୁକ

ENO Beuro

1 comment

Leave a Comment