Entertainment

ଠକାମୀର ଶିକାର ହେଲେ ସୋନାକ୍ଷୀ ସିହ୍ନା,ଅର୍ଡ଼ର କରିଥିଲେ ହେଡ଼୍‍ଫୋନ୍‌ କିନ୍ତୁ ଆସିଲା ଏମିତି ଜିନିଷ ………..

snna

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଅନଲାଇନ୍ ସପିଂ ସମୟରେ ଠକାମୀର ଶିକାର ହୋଇଛନ୍ତି। ସୋନାକ୍ଷୀଙ୍କ କହିବା ଅନୁସାରେ ସେ ଅନଲାଇନ ସପିଂ ସାଇଟ ଆମାଜନରେ ଏକ ହେଟଫୋନ ମଗାଇଥିଲେ। କିନ୍ତୁ ତାଙ୍କୁ ହେଡ଼ଫୋନ ଯାଗାରେ ମିଳିଥିଲା ଲୁହା ରଡ଼। ଏହି କଥା ସୋନାକ୍ଷୀ ସୋସିଆଲ ମିଡ଼ିଆରେ ଆମାଜନକୁ ଆକ୍ଷେପ କରି ପୋଷ୍ଟ କରିଛନ୍ତି।

sona

୧୮ହଜାର ଟଙ୍କାର ଦୁଇଟି ଲୁହା ଖଣ୍ଡ ପାଇ ସୋନାକ୍ଷୀ ନିରାଶ ହେବା ସହ ଟୁଇଟ୍‌ରରେ ଫଟୋ ସେୟାର କରି ଆମାଜନକୁ ଅଭିଯୋଗ କରିଥିଲେ । ଘଟଣା ବିଷୟରେ ଜାଣି ଆମାଜନ ତରଫରୁ କ୍ଷମା ପ୍ରାର୍ଥନା କରାଯିବା ସହ ପ୍ରଡ଼କ୍ଟର ବିବରଣୀ ଦେବା ପାଇଁ କୁହାଯାଇଥିଲା ।

ସୋନିକ୍ଷୀଙ୍କ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ତୁରନ୍ତ ଆମାଜନ ଏଥିରେ ଉତ୍ତର ଦେଇଛି। ଆମ କଷ୍ଟମର କେୟାର ସର୍ଭିସ ପାଇଁ ଆମେ କ୍ଷମା ମାଗୁଛୁ। ଦୟାକରି ଏଠାରେ ଆପଣଙ୍କ ଡ଼ିଟେଲ୍ସ ଦିଅନ୍ତୁ , ଆମେ ଏହି ସମ୍ବନ୍ଧୀୟ ଆପଣଙ୍କୁ ସହାୟତା କରିବୁ।

ପଢନ୍ତୁ;  ଶୀତଦିନେ ଚୁଟିର ଯତ୍ନ କିପରି ନେବେ? ଏଥିପାଇଁ ଜାଣନ୍ତୁ କିଛି ଘରୋଇ ଉପଚାର

Related posts

ସୁଶାନ୍ତ ସିଂହ ରାଜପୁତଙ୍କ ନୂଆ ସିନେମା ଚମ୍ବଲ

ENO Beuro

ଏବେ ହଲିଉଡ଼ରେ କମାଲ ଦେଖାଇବେ ଟାଇଗର ଶ୍ରଫ

ENO Beuro

ଇଏ ହେଉଛନ୍ତି ସୁନ୍ଦରଗଡର ସଲମାନ ଖାନ

ENO Beuro

Leave a Comment