EnewsOdia.Com

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ

ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଅସୁସ୍ଥତା ପାଇଁ ରାଜଧାନୀ ଦିଲ୍ଲୀର ସାର୍ ଗଙ୍ଗାରାମ୍ ହସ୍ପିଟାଲରେ ସୋନିଆ ଭର୍ତ୍ତି ହୋଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ରବିବାର ସନ୍ଧ୍ୟାରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ସୋନିଆ ରୁଟିନ ଚେକଅପ ଲାଗି ହସ୍ପିଟାଲକୁ ଯାଇଥିବା ଜଣାପଡିଛି। ଡାକ୍ତରମାନେ ସୋନିଆଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପରେ ସେ ପୁଣି ଫେରିଆସିଛନ୍ତି।

ANIର ରିପୋର୍ଟ ମୁତାବକ ସୋନିଆ ଗାନ୍ଧି ନିଜର ରୋଟିନ୍‌ ଚେକ୍‌ଅପ୍‌ ପାଇଁ ଡାକ୍ତରଖାନାକୁ ଯାଇଛନ୍ତି । ଏହାକୁ ନେଇ ବିଦ୍ୟୁତ୍‌ ବେଗରେ ଖବର ଭାଇରାଲ୍‌ ସାଜିଛି । ଉଲ୍ଲେଖନୀୟ ଯେ, ଗତବର୍ଷ ସୋନିଆ  ସମୟ ସମୟରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ନେଇ ଆମେରିକା ଯାଉଥିଲେ ।  ସେଠାରେ ପୁଅ ରାହୁଲ୍‌ ଗାନ୍ଧି ଓ  ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉପସ୍ଥିତ ରହୁଥିଲେ । ୭୩ ବର୍ଷୟା ସୋନିଆଙ୍କୁ କିଛି ବର୍ଷ ହେଲା ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିଛି ।

ପଢନ୍ତୁ: ‘ଯେତେ ମାରିବ ହର୍ଣ୍ଣ, ଟ୍ରାଫିକରେ ସେତେ ଅଧିକ କରିବ ଅପେକ୍ଷା

ସମ୍ବନ୍ଧିତ ଖବର

‘ଏ’ ବ୍ଲଡ୍‌ଗ୍ରୁପ୍‌ ଧାରୀଙ୍କ ପାଇଁ କରୋନା ଅତ୍ୟନ୍ତ ସମ୍ବେଦନଶୀଳ; ‘ଓ’ ଗ୍ରୁପ୍‌ଧାରୀଙ୍କ ଠାରେ କରୋନା ପ୍ରତିରୋଧ କ୍ଷମତା ଅଧିକ

Ratnamani Maharana

ସବୁଠୁ ଶସ୍ତା 4G ସ୍ମାର୍ଟଫୋନ ଲଞ୍ଚ କରିବ ଜିଓ

Ratnamani Maharana

ଭାରତ ସହ ଡାକ ସେବା ବନ୍ଦ କଲା ପାକିସ୍ତାନ

Ratnamani Maharana

ଖୁସିରେ ଆଇସକ୍ରୀମ୍ ଖାଇଲେ ଡୋନାଲ୍‌ଡ ଟ୍ରମ୍ପ

Ratnamani Maharana

ଆଜି ବିଶ୍ୱ କିଡ୍‌ନି ଦିବସ

Ratnamani Maharana

‘ନୱାଜ ସରିଫଙ୍କୁ ଖାଇବାରେ ବିଷ ଦିଆଯାଇଛି’ ବୋଲି ଅଭିଯୋଗ କରିଛନ୍ତି ସରିଫଙ୍କ ପୁଅ

Ratnamani Maharana