POLITICALS

କଂଗ୍ରେସ ସଭାପତି ଚୟନ ପ୍ରକିୟାରେ ସାମିଲ୍‌ ହେଲେନି ସୋନିଆ-ରାହୁଲ

Sonia Rahul 650x430

ଦଳର ଅଧ୍ୟକ୍ଷ ଭାବେ ରାହୁଳ ଗାନ୍ଧୀଙ୍କର ଉତ୍ତରାଧିକାରୀ ଚୟନ କରିବାକୁ ଶନିବାର ଦିନ ଦିଲ୍ଲୀରେ ଆରମ୍ଭ ହୋଇଛି କଂଗ୍ରେସର ଶୀର୍ଷସ୍ତରୀୟ ନିଷ୍ପତ୍ତି ଗ୍ରହଣକାରୀ କମିଟି ‘ସିଡବ୍ଲୁସି’ର ବୈଠକ। କଂଗ୍ରେସ ଅଧ୍ୟକ୍ଷ କିଏ ହେବ, ଦଳର ନେତା ଓ କର୍ମୀମାନେ କାହାକୁ ମୁଖିଆ ବାଛିବେ, ସେଥିରେ ହସ୍ତକ୍ଷେପ କରିବେନି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।

ବିଚାର ବିମର୍ଶ ପାଇଁ ୫ଟି ଟିମ ଗଠନ କରାଯାଇଛି  । ଏଥିରେ ପରାର୍ମଶ ଉପରେ ବିଚାରବିର୍ମଶ କରାଯାଇଛି ସଭାପତି ଚୟନ କରିବା ପାଇଁ ଦଳ ନିଷ୍ପତି ନେବ  । ତେବେ କଂଗ୍ରେସ ନୂଆ ସଭାପତି ଦୌଡରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ୱାସନିକ ସଭାପତି ବହୁ ଆଗରେ ଅଛନ୍ତି । ଏହାସହ ସୁଶୀଲ କୁମାର ସିନ୍ଦେ, ମଲିକାର୍ଜୁନ ଖାଡ଼ଗେ ଓ କେସି ଭେନୁଗୋପାଳଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।ତେବେ ମୁକୁଲ ୱାସନିକ ପରବର୍ତୀ ସଭାପତି ହେବା ନେଇ ରାହୁଲ ମଧ୍ୟ ସମର୍ଥନ କରୁଥିବା ସୂଚନା ମିଳିଛି। ସାଧାରଣ ନିର୍ବାଚନରେ ପରାଜୟ ପରେ ମେ ୨୫ରେ କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିଲେ ।

ପଢନ୍ତୁ: Man Vs Wild ସୋ’ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Related posts

ଆଜି ସୁପ୍ରିମକୋର୍ଟରେ କର୍ଣ୍ଣାଟକ ବିଦ୍ରୋହୀ ବିଧାୟକଙ୍କ ମାମଲା ଉପରେ ହେବ ଶୁଣାଣି

Ratnamani Moharana

ଗିରଫ ହେଲେ ପି.ଚିଦାମ୍ବରମ୍

Ratnamani Moharana

ଓଡିଶାରେ ବିକାଶ ଚାହୁଁଥିଲେ ପଦ୍ମ ଫୁଟାଅ ବୋଲି କହିଲେ ମୋଦି

Ratnamani Moharana

1 comment

Leave a Comment