POLITICALS

ଗଡକରୀଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ସୋନିଆ

sonia_gadkari

ଦେଶର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଭଲ କାମ କରିଥିବାରୁ କେନ୍ଦ୍ର ଭୁପୁଷ୍ଟ ପରିବହନ,ରାଜପଥ ଓ ଜାହଜ ଚଳାଚଳ ମନ୍ତ୍ରୀ ନୀତିନ ଗଡକରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ୟୁପିଏ ଅଧକ୍ଷା ସୋନିଆ ଗାନ୍ଧୀ।

ଗତକାଲି ପ୍ରଶ୍ନକାଳରେ ଗୃହରେ ନୀତୀନ ଗଡ଼କରୀଙ୍କ ମନ୍ତ୍ରଣାଳୟ ସମ୍ପର୍କରେ ଦୁଇଟି ପ୍ରଶ୍ନ ଉପସ୍ଥାପିତ ହୋଇଥିଲା। ଏହାର ଉତ୍ତରରେ ଶ୍ରୀ ଗଡ଼କରୀ ବିସ୍ତୃତ ତଥ୍ୟ ଦେବା ସହ ତାଙ୍କ ମନ୍ତ୍ରଣାଳୟ ଦେଶର ଭିତ୍ତିଭୂମି ବିକାଶ କରିବା ପାଇଁ କିକି ପଦକ୍ଷେପ ନେଇଛି, ତା’ର ସୂଚନା ଦେଇଥିଲେ। ସମସ୍ତ ସାଂସଦ ଦଳମତ ନିର୍ବିଶେଷରୁ ଊର୍ଦ୍ଧ୍ୱରେ ରହି ସେମାନଙ୍କ ନିର୍ବାଚନମଣ୍ଡଳୀରେ ଆମ ମନ୍ତ୍ରଣାଳୟ ଯେଉଁ କାର୍ଯ୍ୟ କରିଛି, ତାକୁ ପ୍ରଶଂସା କରିବା ଦରକାର ବୋଲି ଗଡ଼କରୀ କହିଥିଲେ।

ସୂଚନାଯୋଗ୍ୟ, ଗଡକରି ଭାରତମାଳା ପରିଯୋଜନ, ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସ୍‌ ଓ୍ବେ ଓ ଚାରିଧାମ ପରିଯୋଜନା ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖୁଥିଲେ। ଏହି ସମୟରେ ଭାଜପା ସମେତ ଅନ୍ୟଦଳମାନେ ମଧ୍ୟ ଗଡକରୀଙ୍କୁ ପ୍ରଶଂସା କରିବାରୁ ଏହା ମୋର ସୌଭାଗ୍ୟ ବୋଲି ସେ କହିଥିଲେ।

ପଢନ୍ତୁ;  ଲଜ୍ଜା: ବାପା ଆଖି ସାମ୍ନାରେ ଝିଅକୁ ଗଣଦୁଷ୍କର୍ମ

Related posts

ବିଜେଡ଼ି ଅଫିସରେ ତୁମୁଳ କାଣ୍ଡ କଲେ ଅମରେନ୍ଦ୍ରଙ୍କ ସମର୍ଥକ

Ratnamani Moharana

ହାତ ଧରିଲେ ଟେଲି ଅଭିନେତ୍ରୀ ଶିଳ୍ପା ସିନ୍ଧେ

ENO Beuro

ଏଲ୍‌.କେ ଆଡ଼ଭାନୀଙ୍କ ବିକଳ୍ପ ସାଜିବେ ଅମିତ ଶାହା: ଏଲ୍‌.କେ ଆଡ଼ଭାନୀଙ୍କ ରାଜନୈତିକ କ୍ୟାରିୟର ଶେଷ

Ratnamani Moharana

Leave a Comment