POLITICALS

୨୦୧୯ ଲୋକସଭା ନିର୍ବାଚନରେ ପୁର୍ନବାର ମୋଦୀ ସରକାରକୁ କ୍ଷମତାସୀନ ହେବାକୁ ଦେବୁ ନାହିଁ : ସୋନିଆ ଗାନ୍ଧି

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ,୨୦୧୯ ଲୋକସଭା ନିର୍ବାଚନରେ ପୁର୍ନବାର ମୋଦୀ ସରକାରକୁ କ୍ଷମତାସୀନ ହେବାକୁ ଦେବୁ ନାହିଁ। ଏହା ସହିତ ୟୁପିଏ ଅଧ୍ୟକ୍ଷା କହିଛନ୍ତି ଯେ ତାଙ୍କର ପାର୍ଟି ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିବେ ଏବଂ ତାଙ୍କର ମୁଖ୍ୟ ପ୍ରସଙ୍ଗ ମୋଦୀ ସରକାର ଦ୍ଵାରା ଦିଆଯାଇଥିବା ପ୍ରତିଶ୍ରୁତି ହେବ।

ଜାତୀୟ ଗଣମାଧ୍ୟମ  କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସୋନିଆ କହିଛନ୍ତି ଯେ ,ନରେନ୍ଦ୍ର ମୋଦି ଉତେଜନା ମୂଳକ ଭାଷଣ ଦେଇ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ଏପଟେ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ମଧ୍ୟ ସେ ଆକ୍ରମଣ କରିଛନ୍ତି ବୋଲି ସୋନିଆ ନିଜ ବକ୍ତବ୍ୟରେ କହିଛନ୍ତି।

୨୦୧୯ରେ ବିଜେପି କୌଣସି ମତେ ଶାସନଙ୍କୁ ଫେରିବ ନାହିଁ ।

କ୍ରମାଗତ ୧୦ ବର୍ଷ ଶାସନ କରିବାକୁ ହେଲେ ସେମାନଙ୍କୁ କଂଗ୍ରେସର ମୁକାବିଲା କରିବାକୁ ହେବ ବୋଲି ଜୋର ଦେଇ କହିଛନ୍ତି ସୋନିଆ ଗାନ୍ଧି । ଅଚ୍ଛେଦିନର ଅବସ୍ଥା ଇଣ୍ଡିଆ ସାଇନିଂ ପରି ହିଁ ହେବ ବୋଲି ସେ ସମାଲୋଚନା କରିଛନ୍ତି । ତେବେ ଗତ ନିର୍ବାଚନରେ ମୋଦିଙ୍କ ମାର୍କେଟିଂ ଆଗରେ କଂଗ୍ରେସ ଚକ୍ମା ଖାଇଯାଇଥିବା ସ୍ୱୀକାର କରିଛନ୍ତି ସୋନିଆ।

ରାହୁଲ କହିଛନ୍ତି ଯେ,ଲୋକଙ୍କୁ ବାଂଟିବାର ଚେଷ୍ଟା ସହ ବିଜେପି ସଂଖ୍ୟାଲଘୁ ବିରୋଧୀ ରାଜନୀତି କରୁଛି। ଦେଶରେ ଏବେ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାକୁ ଚାଲେଂଜ୍ କରାଯାଉଥିବା ସେ କହିଛନ୍ତି । ସିଙ୍ଗାପୁରର ପ୍ରତିଷ୍ଠିତ ଲି କୁୟାନ୍ ସ୍କୁଲର ଏକ ସ୍ୱତନ୍ତ୍ର ଆଲୋଚନାଚକ୍ରରେ ରାହୁଲ ବିଜେପି ଉପରେ ବର୍ଷିଛନ୍ତି।

୨୦୧୯ ଲୋକସଭା ନିର୍ବାଚନରେ ପୁର୍ନବାର ମୋଦୀ ସରକାରକୁ କ୍ଷମତାସୀନ ହେବାକୁ ଦେବୁ ନାହିଁ : ସୋନିଆ ଗାନ୍ଧି sonia

ପଢନ୍ତୁ;

ଭାରତ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ପ୍ରୋଟୋକଲ ଭାଙ୍ଗି ସ୍ଵାଗତ କଲେ ମୋଦି

Related posts

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଶେଷ ହେଇଛି, ଯାଣନ୍ତୁ କିଏ ନେଲେ କେଉଁ ଦାଇତ୍ଵ

Krishna Kumar Manoj

କଂଗ୍ରେସର ଉପବାସ ରାଜନୀତି: ଉପବାସରେ ବସିବା ଠିକ୍ ପୂର୍ବରୁ ଖାଇଲେ ଛୋଲେ-ଭଟୋରେ,ଟ୍ଵିଟରରେ ଉଡ଼ିଲା କଂଗ୍ରେସ ଦଳର ମଜାକ

Krishna Kumar Manoj

ମହାରାଷ୍ଟ୍ରରେ ଏକା ଲଢିବ ବିଜେପି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More