Loading...

ଏଣିକି ରାଜଧାନୀ ରାସ୍ତାରେ ଭିକାରୀଙ୍କୁ ଦେଖିଲେ ଟେକିନେବ ବିଏମସି ସ୍କ୍ୱାର୍ଡ

ଏଣିକି ରାଜଧାନୀ ରାସ୍ତାରେ ଭିକାରୀଙ୍କୁ ଦେଖିଲେ ଟେକିନେବ ବିଏମସି ସ୍କ୍ୱାର୍ଡ

ଏଣିକି ରାଜଧାନୀ ରାସ୍ତାରେ ଭିକାରୀଙ୍କୁ ଦେଖିଲେ ଟେକିନେବ ବିଏମସି ସ୍କ୍ୱାର୍ଡ। ଏକଥା ଆମେ ନୁହେଁ ବିଏମସି କମିଶନର କହିଛନ୍ତି। ରାଜଧାନୀର ରାସ୍ତା ମନ୍ଦିରକୁ ଭିକାରୀମୁକ୍ତ କରିବାକୁ ଶପଥ ନେଇଛି ବିଏମସି।

ଏଣିକି ରାଜଧାନୀ ରାସ୍ତାରେ ଭିକାରୀଙ୍କୁ ଦେଖିଲେ ଟେକିନେବ ବିଏମସି ସ୍କ୍ୱାର୍ଡ। ଏକଥା ଆମେ ନୁହେଁ ବିଏମସି କମିଶନର କହିଛନ୍ତି। ରାଜଧାନୀର ରାସ୍ତା ମନ୍ଦିରକୁ ଭିକାରୀମୁକ୍ତ କରିବାକୁ ଶପଥ ନେଇଛି ବିଏମସି। ଏନେଇ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ବାସୀସାରିଛି। ଭୁବନେଶ୍ୱରରେ ୫୦୦ ଭିକାରୀ ରହିବା ଭଳି ୫ଟି ଥଇଥାନ କେନ୍ଦ୍ର ନିର୍ମାଣ କରିଛନ୍ତି ସରକାର। ସେଠାରେ ରାଜଧାନୀର ଭିକାରିମାନଙ୍କୁ ଥଇଥାନ କରିବାର ସମସ୍ତ ବ୍ୟବସ୍ଥା ମଧ୍ୟ ସାରିଛି। 

ସୂଚନାନୁସାରେ, ଏବେ ପାର୍ବଣ ଋତୁ ଚାଲିଥିବାବେଳେ ରାସ୍ତା କଡ଼ରେ କୌଣସି ବି ଭିକାରୀ ଯେପରି ନବସନ୍ତି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ବିଏମସିର ୩ଟି ଜୋନରେ ୩ଟି ସ୍କ୍ୱାଡ୍ ଗଠନ କରାଯାଇଥିବା ନେଇ ସୂଚନା ମିଳିଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.