News

ଇଭିଏମ୍‌ ଭାଙ୍ଗି ଜେଲ୍ ଗଲେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ

ଇଭିଏମ୍‌ ଭଙ୍ଗା ଘଟଣାରେ ଟୁଇଷ୍ଟ

ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନମଣ୍ଡଳୀରେ   ଇଭିଏମ୍ ଭଙ୍ଗାରୁଜା କରି ଜେଲ ଯାଇଛନ୍ତି ବିଜେପି ବିଧାୟକ ନୀଳମଣି ବିଶୋଈ ।  ଗତକାଲି ପୁଲିସ୍ ତାଙ୍କୁ ଗିରଫ  କରି କୋର୍ଟ ଚାଲାଣ କରିଥିଲା। ତେବେ ଜାମିନ୍‌ ଖାରଜ ହୋଇଯିବାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ସୂଚନାନୁଯାୟୀ କାଲି ମତଦାନ ଚାଲିଥିବା ବେଳେ ରେଣ୍ଟି ଗାଁର ୧୮୨ ନମ୍ବର ବୁଥ୍‌ରେ ନୀଳମଣି ଇଭିଏମ୍‌ ଭଙ୍ଗାରୁଜା  କରିଥିଲେ। ତେବେ ଏହି ଖବରକୁ ଖଣ୍ଡନ କରି ସେ ବିଜେଡ଼ି  ଏଭିଏମ ମେସିନ ଭାଙ୍ଗିଛିବୋଲି ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ବିଜେଡି କର୍ମୀ ବୁଥ୍ ରିଗିଂ  କରୁଥିବା ଖବର ପାଇ ଯାଇଥିଲି। ବୁଥ୍‌ରେ ବିଜେଡି କର୍ମୀଙ୍କ ସହ କଥା କଟାକଟି ହୋଇଥିଲା। ତା’ସହିତ ଠେଲାପେଲା ବି ହୋଇଥିଲା। ଠେଲାପେଲା ବେଳେ ବିଜେଡି କର୍ମୀ ହିଁ ଇଭିଏମ୍‌ ଭାଙ୍ଗିଥିଲେ।ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଇଭିଏମ୍‌ ଭଙ୍ଗାରୁଜା କରିଛନ୍ତି। ଏନେଇ ଥାନାରେ ଏତଲା ଦିଆଯିବ। ତା’ସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଏ ନେଇ ଅବଗତ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ
ପଢନ୍ତୁ: ବିଜେଡ଼ିର ଗୁମର ଖୋଲିଲେ ପ୍ରକାଶ ମିଶ୍ର

Related posts

ପାକ୍‍ ସେନାମୁଖ୍ୟଙ୍କୁ ସିଧୁ ଆଲିଙ୍ଗନ କରିବା ଉଚିତ୍ ନଥିଲା:ପଞ୍ଜାବ ମୁଖ୍ୟମନ୍ତ୍ରୀ

ENO Beuro

ତାମିଲ ଅଭିନେତ୍ରୀ ପ୍ରିୟଙ୍କାଙ୍କ ଆତ୍ମହତ୍ୟା

ENO Beuro

ଆଜି ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଗସ୍ତ : ମହୋତ୍ସବ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ENO Beuro

1 comment

Leave a Comment