News

ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ଦ.ଆଫ୍ରିକା ରାଷ୍ଟ୍ରପତି

sa

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାୟରିଲ ରାମାଫୋସା ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ। ଭାରତ ସରକାରଙ୍କ ଦ୍ଵାରା ପଠାଯାଇଥିବା ନିମତ୍ରଣ ପତ୍ରକୁ ସ୍ଵୀକାର କରିଥିବାର ଜଣାପଡିଛି।

sa

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏଥିରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ତେବେ ତାଙ୍କର ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁ ସେ ଏଥିରେ ଯୋଗଦେଇପାରିବେ ନାହିଁ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜଣାଇ ଦିଆଯାଇଥିଲା

ଅନ୍ୟପଟେ,୨୦୧୯ରେ ମାହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯିବ। ତେଣୁ ଏହି ଅବସରରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରମୁଖ୍ୟ ଭାରତ ଆସିବେ।

ପଢନ୍ତୁ; ବିଳମ୍ବରେ ଦୀପାବଳି ପାଳିଲେ ଟ୍ରମ୍ଫ

Related posts

ଅଭିନନ୍ଦନଙ୍କୁ ୩ ମାସ ମନା ଫାଇଟର୍ ଜେଟ୍

Ratnamani Moharana

Smart Look To Bhubaneswar Railway Station – State Government

ENO Beuro

‘ସେନାକୁ ଅସ୍ତ୍ର କିଣିବା ନେଇ ଆହୁରି କ୍ଷମତାଶାଳୀ କରାଯାଇଛି’: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ

Ratnamani Moharana

Leave a Comment