EnewsOdia.Com

ବିବାହ ବନ୍ଧନରେ ବାନ୍ଧିହେବେ ସାଉଥ ସୁପରଷ୍ଟାର ନିତୀନ

ଆଜିକାଲି  ନିଜ ପର୍ସନାଲ ଲାଇଫକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ସାଉଥ ସୁପରଷ୍ଟାର ନିତୀନ। ନିକଟରେ ସେ ତାଙ୍କ ଲଙ୍ଗ ଟାଇମ୍‌ ଗାର୍ଲଫ୍ରେଣ୍ଡ ଶାଲିନୀ ରେଡ୍ଡିଙ୍କ ସହ ନିର୍ବନ୍ଧ କରିଛନ୍ତି। ଉଭୟଙ୍କ ନିର୍ବନ୍ଧ ହାଇଦ୍ରାବାଦରେ ହୋଇଛି। ପୁରା ରୀତି ନୀତି ସହ ଏପ୍ରିଲ ମାସ ୧୬ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧିହେବେ। ବିବାହ ପରେ ହାଇଦ୍ରାବାଦରେ ଉଭୟଙ୍କ ରିସେପ୍‌ସନ ପାର୍ଟିର ଆୟୋଜନ ହେବ ଯେଉଁଥିରେ ସାଉଥ୍‌ ଫିଲ୍ମ ଷ୍ଟାର ସାମିଲ ହେବେ।

ଶାଲିନୀ ୟୁକେ ୟୁନିଭର୍ସିଟିରେ ବିଜନେସ୍‌ ମ୍ୟାନେଜମେଣ୍ଟ ପଢ଼ୁଛନ୍ତି। ଗତ ୮ ବର୍ଷରୁ ଉଭୟ ରିଲେସନସିପ୍‌ରେ ରହିଥିଲେ। ନିର୍ବନ୍ଧ ଫଟୋ ନୀତିନ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ନିତୀନ ନିଜ ବିବାହ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ବିବାହରେ ୫୦-୬୦ ଗେଷ୍ଟ ସାମିଲ ହେବେ। ରିପୋର୍ଟ ଅନୁସାରେ ଉଭୟଙ୍କ ପ୍ରି ୱେଡିଂ ଫଙ୍କସନ୍‌ ଏପ୍ରିଲ ମାସ ୧୫ ତାରିଖରେ ହେବ।

ପଢନ୍ତୁ: ୬୦ ପ୍ରତିଶତ ବିଲ୍ ପୈଠ କଲେ ମିଳୁଛି ଛାଡ଼

ସମ୍ବନ୍ଧିତ ଖବର

୨୨ରେ ନିର୍ଭୟା ବଳାତ୍କାରୀଙ୍କୁ ଫାଶୀ

Ratnamani Maharana

ଆମେରିକା- ଇରାନ୍ ତିକ୍ତତା ପାଇଁ ବଢିପାରେ ତୈଳ ଓ ସୁନା ଦର

Ratnamani Maharana

ଫେବ୍ରୁଆରି ୧୫ରୁ ୨୯ ପର୍ଯ୍ୟନ୍ତ ମାଗଣାରେ ମିଳିବ ଫାସ୍ ଟ୍ୟାଗ୍

Ratnamani Maharana

୧୧ ବିଲିୟନ କୋଟି ଟଙ୍କାର ମାଲିକ ସୈଫ ଅଲ୍ଲୀ ଖାନ

Ratnamani Maharana

୨୦ ତାରିଖ ସକାଳ ସାଢେ ୫ଟାରେ ନିର୍ଭୟା ଦୋଷୀଙ୍କୁ ଫାଶୀ

Ratnamani Maharana

ଜହ୍ନକୁ ଯାଇ ୨୨ ପ୍ରକାର ଖାଦ୍ୟ ଖାଇବେ ମହାକାଶଚାରୀ

Ratnamani Maharana