POLITICALS

କିଏ ହେବ ନୂଆ ବାଚସ୍ପତି?

Bb

୨୦୧୯ ନିର୍ବାଚନ ଫଳାଫଳ ଆସିଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ  ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତେବେ ନବୀନଙ୍କ କାହାକୁ ବାଚସ୍ପତି  କରିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ପୂର୍ବରୁ ପ୍ରଦୀପ ଅମାତ, କିଶୋର ମହାନ୍ତି ଓ ନିରଞ୍ଜନ ପୂଜାରୀ ଆଗରୁ ବାଚସ୍ପତି ଦାୟିତ୍ୱ ତୁଲାଇସାରିଛନ୍ତି। ପ୍ରଦୀପ ଅମାତ ଗତ ବିଧାନସଭାରେ ମଧ୍ୟ ବାଚସ୍ପତି ଥିଲେ।

Speaker
Speaker

ଅଭିଜ୍ଞତା ଦୃଷ୍ଟିରୁ ଆଗରୁ ବାଚସ୍ପତି ଥିବା ପ୍ରଦୀପ ଅମାତ, କିଶୋର ମହାନ୍ତି ଓ ନିରଞ୍ଜନ ପୂଜାରୀଙ୍କୁ ଏଥର ମଧ୍ୟ ବାଚସ୍ପତି କରାଯାଇପାରେ।  ତେବେ ଏମାନଙ୍କ ମଧ୍ୟରୁ  ବାଚସ୍ପତି ପଦ ଦୌଡରେ କିଏ ଆଗକୁ ଯାଉଛି ତାହା ଆଉ କିଛି ଦିନ ଭିତରେ ଜଣାପଡିବା।

Related posts

ରାହୁଲ ବିରୋଧୀ ବୟାନ ଦେଇଥିବା ବିଏସପି ନେତାଙ୍କୁ ବହିଷ୍କୃତ କଲେ ମାୟାବତୀ

ENO Beuro

ଆଜିଠୁ ଆରମ୍ଭ ବିଜେଡିର”ଘରେ ଘରେ ବିଜେଡି କାର୍ଯ୍ୟକ୍ରମ”: ବିଜୁ ଜୟନ୍ତିରୁ ହେବ ଶୁଭାରମ୍ଭ

Ratnamani Moharana

ବିଜେପି ଛାଡ଼ିଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା!

ENO Beuro

Leave a Comment