SPORTS

ଆଜିଠୁ ଇଣ୍ଡିଆନ୍ ପ୍ରିମିୟର ଲିଗର ଦ୍ୱାଦଶ ସଂସ୍କରଣ: ପାକିସ୍ତାନରେ ହେବନି ପ୍ରସାରଣ

ଚେନ୍ନାଇରେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଧୋନୀ-କୋହଲି…

ଆଜି କ୍ରିକେଟ୍ ଇତିହାସର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ତଥା କ୍ରିକେଟର ପର୍ବ ଇଣ୍ଡିଆନ୍ ପ୍ରିମିୟର ଲିଗର ଦ୍ୱାଦଶ ସଂସ୍କରଣ ହେବ। ୫୧ ଦିନ ଧରି ଚାଲିବାକୁ ଥିବା କ୍ରିକେଟ୍ ଯୁଦ୍ଧରେ ଦେଶୀ ସହ ବିଦେଶୀ ଖେଳାଳିଙ୍କ ଦେଖିବାକୁ ମିଳିବ। ଉଦଘାଟନୀ ମୁକାବିଲାରେ ଭାରତୀୟ କ୍ରିକେଟର ଦୁଇ ମହାରଥୀ ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲି ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚରେ ଚେନ୍ନାଇର ଏମ୍.ଚିଦାମ୍ବରମ  ଷ୍ଟାଡିୟମରେ ମୁହାଁମୁହିଁ ହେବେ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍ ଡିଫେଣ୍ଡିଙ୍ଗ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗସ ଏବଂ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ଭାରତ ସମେତ ଆହୁରି ୨୪ଟି   ଦେଶରେ ପ୍ରସାରଣ ହେଉଛି। ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ରହିଥିବାରୁ ଆଇପିଏଲ ପ୍ରସାରଣକୁ ପାକିସ୍ଥାନ ବ୍ୟାନ  କରିଛି। ଆଇପିଏଲକୁ ବ୍ୟାନ କରିଲେ ଭାରତକୁ ଶକ୍ତ ଧକ୍କା  ଲାଗିବ ବୋଲି କହିଛି ପାକିସ୍ଥାନ।
ପଢନ୍ତୁ: ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ପରେ ତେଜିଲା ଆଶାୟୀଙ୍କ ଅସନ୍ତୋଷ

Related posts

ସଫଳତାର ସ୍ଵାଦ, ନ୍ୟୁଜିଲାଣ୍ଡକୁ ୬ ରନ୍‌ରେ ହରାଇଲେ ଭାରତୀୟ କ୍ରିକେଟ୍‌ ଦଳ

ENO Beuro

ସୁପରକିଙ୍ଗ୍‌ସକୁ ୪ ୱିକେଟରେ ହରାଇଲା ରୟାଲ୍ସ 

ENO Beuro

ଏସୀୟ କ୍ରୀଡ଼ା:ସ୍ୱର୍ଣ୍ଣ ପଦକ ଜିତିଲେ ବକ୍ସର ଅମିତ

ENO Beuro

Leave a Comment