Loading...

ଖେଳ

୨୦୨୪ ଆଇପିଏଲ ମହାସମର: ଡିସେମ୍ବର ୧୯ରେ ଦୁବାଇରେ ୩୩୩ ଜଣ ଖେଳାଳିଙ୍କ ନିଲାମୀ

୨୦୨୪ ଆଇପିଏଲ ମହାସମର: ଡିସେମ୍ବର ୧୯ରେ ଦୁବାଇରେ ୩୩୩ ଜଣ ଖେଳାଳିଙ୍କ ନିଲାମୀ

ଡିସେମ୍ବର ୧୯ରେ ଦୁବାଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମୀ ଡକାଯିବ  । ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଂଚାଇଜିଙ୍କ ନଜର ରଖିଛନ୍ତି । ଏଥିରେ ମୋଟ ୩୩୩ କ୍ରିକେଟରଙ୍କ ନାଁ ନିଲାମୀ ପାଇଁ ଚୂଡାନ୍ତ ହଇଛି।

ତାମିଲନାଡୁର ସଂସ୍କୃତିକୁ ଅପମାନ କଲା ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ "ୱାନ୮ କମ୍ୟୁନ୍"

ତାମିଲନାଡୁର ସଂସ୍କୃତିକୁ ଅପମାନ କଲା ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ "ୱାନ୮ କମ୍ୟୁନ୍"

ଲୁଙ୍ଗି ପିନ୍ଧିଥିବାରୁ ବିରାଟଙ୍କ ରେସ୍ତୋରାଁ ଭିତରକୁ ଯିବାକୁ ମିଳିଲାନି ଅନୁମତି। ଏହାଦ୍ବାରା ତାମିଲନାଡୁର ସଂସ୍କୃତିକୁ ଅପମାନ କରାଯାଇଥିବା ଅଭିଯୋଗ କରିଛନ୍ତି ଯୁବକ। ଖବର ଲେଖହବା ସୁଦ୍ଧା ଯୁବକଙ୍କ ପରିଚୟ ମିଳିପାରି ନାହିଁ। ବିରାଟଙ୍କର ରେଷ୍ଟୁରାଣ୍ଟରେ ପ୍ରବେଶ କରିବା ସମୟରେ ଯୁବକ ଜଣକ ସାର୍ଟ ଓ ଲୁଙ୍ଗି ପିନ୍ଧିଥିବା ଦେଖାଯାଇଛି।

ନିଜ ଗାଁରେ ସାଇକେଲ ଚଲାଇ ଆଖୁ କିଆରୀରେ ଆଖୁ ଖାଉଛନ୍ତି ଟିମ ଇଣ୍ଡିଆର ଦ୍ରୂତଗାମୀ ବୋଲର ମହମ୍ମଦ ଶାମୀ

ନିଜ ଗାଁରେ ସାଇକେଲ ଚଲାଇ ଆଖୁ କିଆରୀରେ ଆଖୁ ଖାଉଛନ୍ତି ଟିମ ଇଣ୍ଡିଆର ଦ୍ରୂତଗାମୀ ବୋଲର ମହମ୍ମଦ ଶାମୀ

ବିଶ୍ବକପ-୨୦୨୩ ପରାସ୍ତ ହେବାପରେ ଇଣ୍ଡିଆ ଟିମର ପ୍ରାୟ ଖେଳାଳି ବାହାରେ ଛୁଟି କାଟୁଛନ୍ତି। ଏଥିମଧ୍ୟରେ ଟିମ ଇଣ୍ଡିଆର ଦ୍ରୂତଗାମୀ ବୋଲର ମହମ୍ମଦ ଶାମୀ ନିଜ ଗାଁର ପାଣିପବନକୁ ଏଞ୍ଜୟ କରୁଛନ୍ତି।

ଗୁଜୁରାଟ ଟାଇଟନ୍ସର ନୂଆ କ୍ଯାପଟେନ ଶୁଭମନ ଗିଲ

ଗୁଜୁରାଟ ଟାଇଟନ୍ସର ନୂଆ କ୍ଯାପଟେନ ଶୁଭମନ ଗିଲ

୨୦୨୪ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହା ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟାନ୍ସ ଦଳ ଛାଡ଼ିବା ନେଇ ବେଶ କଳ୍ପନା ଜଳ୍ପନା ଚାଲିଥିଲା । ତେବେ ଏହା ଉପରେ ଆଜି ପୂର୍ଣ୍ଣଛେଦ ପଡ଼ିଛି ।

ରାହୁଲ୍‌ ଦ୍ରାବିଡ଼ଙ୍କ ପରେ ଟିମ ଇଣ୍ଡିଆର କୋଚ ଭାବେ ନିଯୁକ୍ତ ହେବେ ଭି.ଭି.ଏସ୍‌. ଲକ୍ଷ୍ମଣ

ରାହୁଲ୍‌ ଦ୍ରାବିଡ଼ଙ୍କ ପରେ ଟିମ ଇଣ୍ଡିଆର କୋଚ ଭାବେ ନିଯୁକ୍ତ ହେବେ ଭି.ଭି.ଏସ୍‌. ଲକ୍ଷ୍ମଣ

ବିଶ୍ବକପ୍‌ କ୍ରିକେଟ୍‌ ମ୍ୟାଚ୍‌ ଶେଷ ହେବା ସହିତ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ଭାବେ ପ୍ରଖ୍ୟାତ ବ୍ୟାଟ୍‌ସ୍‌ମ୍ୟାନ୍‌ ରାହୁଲ୍‌ ଦ୍ରାବିଡ଼ଙ୍କର ଦୁଇବର୍ଷିଆ ରାଜିନାମା ମଧ୍ୟ ଶେଷ ହୋଇଛି।

ବିଶ୍ୱକପ୍‌ରେ ଦଳର ଖରାପ ପ୍ରଦର୍ଶନ ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବନ କଲା ଆଇସିସି

ବିଶ୍ୱକପ୍‌ରେ ଦଳର ଖରାପ ପ୍ରଦର୍ଶନ ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବନ କଲା ଆଇସିସି

୧୯୯୨ ମସିହା ପରଠାରୁ ବିଶ୍ୱକପରେ ଶ୍ରୀଲଙ୍କା ସବୁଠୁ ଖରାପ ପ୍ରଦର୍ଶନ କରିଛି। ଚଳିତ ବିଶ୍ୱକପରେ ୯ ମ୍ୟାଚ୍ ମଧ୍ୟରୁ କେବଳ ଦୁଇଟି ଜିତିପାରିଛି ଦଳ।

ଦିଲ୍ଲୀ ପ୍ରଦୂଷଣ ପାଇଁ ବିଶ୍ବକପରେ ମାସ୍କ ପିନ୍ଧି ମୁହାଁମୁହିଁ ହେବେ ଶ୍ରୀଲଙ୍କା ବାଂଲାଦେଶ !!

ଦିଲ୍ଲୀ ପ୍ରଦୂଷଣ ପାଇଁ ବିଶ୍ବକପରେ ମାସ୍କ ପିନ୍ଧି ମୁହାଁମୁହିଁ ହେବେ ଶ୍ରୀଲଙ୍କା ବାଂଲାଦେଶ !!

ବିଶ୍ଵକପର ଆଗାମୀ ମ୍ୟାଚ ଦିଲ୍ଲୀରେ ହେବାକୁ ଯାଉଛି  । ଆଉ ଏଥିରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଶ୍ରୀଲଙ୍କା ଓ ବାଂଲାଦେଶ। ଏହି ମ୍ଯାଚ ନଭେମ୍ବର ୬ରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ଏବେ ବଡ ପ୍ରଶ୍ନ କଣ ଦିଲ୍ଲୀ ପ୍ରଦୂଷଣ ପାଇଁ ବିଶ୍ବକପରେ ମାସ୍କ ପିନ୍ଧି ମୁହାଁମୁହିଁ ହେବେ ଶ୍ରୀଲଙ୍କା ବାଂଲାଦେଶ !!

ଦିଲ୍ଲୀ ଓ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ବାଣ ନ ଫୁଟାଇବାକୁ ନିର୍ଦ୍ଦେଶ ଦେଲା ବିସିସିଆଇ

ଦିଲ୍ଲୀ ଓ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ବାଣ ନ ଫୁଟାଇବାକୁ ନିର୍ଦ୍ଦେଶ ଦେଲା ବିସିସିଆଇ

ବିଷ ଓଗାଳୁଛି ରାଜଧାନୀ ବାୟୁ। ଗତ କିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି। ବାୟୁ ପ୍ରଦୂଷଣକୁ ନେଇ ବିସିସିଆଇ ବୁଧବାର ବଡ ପଦକ୍ଷେପ ଗ୍ରହଣ କରିଛି।

>