ଆଇପିଏଲ୍ ୨୦୨୨ର ନିଲାମରେ ସାମିଲ ହେଲା ୫୯୦ ଖେଳାଳିଙ୍କ ନାମ
୨୦୨୨ ଆଇପିଏଲ ପାଇଁ ଖେଳାଳିଙ୍କ ନିଲାମ ଫେବୃଆରି ୧୨ ଓ ୧୩ ତାରିଖ ବେଙ୍ଗାଲୁରୁରେ କରାଯିବ।
Loading...
୨୦୨୨ ଆଇପିଏଲ ପାଇଁ ଖେଳାଳିଙ୍କ ନିଲାମ ଫେବୃଆରି ୧୨ ଓ ୧୩ ତାରିଖ ବେଙ୍ଗାଲୁରୁରେ କରାଯିବ।
ଆଇପିଏଲରେ ପ୍ରଥମ ଥର ଭାଗ ନେଉଥିବା ଲକ୍ଷ୍ନୌ ସୁପର ଜାଏଣ୍ଟ ଆଜି ନିଜ ଟିମର ଲୋଗ ଜାରି କରିଛି । ଲକ୍ଷ୍ନୌ ଟିମ ଟ୍ୱିଟରରେ ନିଜ ଟିମର ଲୋଗ ଉନ୍ମୋଚନ କରିଛି ।
ପ୍ରଥମଥର ପାଇଁ ପାର୍ଟନରଙ୍କ ସହ ସାମ୍ନାକୁ ଆସିଛନ୍ତି ଅନ୍ତର୍ଜାତୀୟ ଧାବିକା ତଥା ଅଲିମ୍ପିଆନ ଦୂତୀ ଚାନ୍ଦ । ରାଜ୍ୟର ଏକ ପ୍ରତିଷ୍ଠିତ ପାରିବାରିକ ପତ୍ରିକା କାଦମ୍ବିନୀର କଭର ପେଜ୍ ଫଟୋସୁଟ୍ ଅବସରରେ ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ମିଳିଛି ।
ଭାରତୀୟ ମହିଳା କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କୁ ଆଇସିସି ପକ୍ଷରୁ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ପ୍ରଦାନ କରାଯାଇଛି ।
ଲକ୍ଷ୍ନୌ ଟିମର ମାଲିକ ସଂଜୀବ ଗୋଏଙ୍କା ଟିମର ନାଁ ‘ଲକ୍ଷ୍ନୌ ସୁପର ଜିଆଣ୍ଟ’ ରଖାଯାଇଥିବା ନେଇ ଘୋଷଣା କରିଛନ୍ତି। ଆଜି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ନାଁର ଘୋଷଣା କରିଛି ଦଳ ।
ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଥରେ ବିବାଦ ଘେରକୁ ଆସିଚନ୍ତି ।
ମହାନ ଫୁଟବଲ ତାରକା ତଥା ଭାରତୀୟ ଫୁଟବଲ ଟିମ୍ର ପୂର୍ବତନ କୋଚ୍ ସୁଭାସ ଭୌମିକଙ୍କର ଆଜି ସକାଳେ ପରଲୋକ ଘଟିଛି ।
ସଂଘର୍ଷପୂର୍ଣ୍ଣ ଟେଷ୍ଟ ଶୃଙ୍ଖଳାର ସମାପ୍ତି ପରେ ବୁଧବାରଠାରୁ ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ ବୋଲାଣ୍ଡ ପାର୍କରେ ଖେଳାଯିବ।