ଟେଷ୍ଟ ଟିମ୍ର ଅଧିନାୟକ ପଦ ଛାଡିଲେ ବିରାଟ
ଟେଷ୍ଟ ଟିମ୍ର ଅଧିନାୟକ ପଦବୀ ଛାଡିଲେ ବିରାଟ କୋହଲି । ଟୁଇଟ କରି ସୂଚନା ଦେଲେ ବିରାଟ । ପୂର୍ବରୁ ଦିନିକିଆ ଓ ଟି-୨୦ କ୍ୟାପଟେନ୍ ପଦ ଛାଡିଥିବାବେଳେ ଆଜି ଟେଷ୍ଟ ପଦବୀ ପରିତ୍ୟାଗ କରିଥିବା ନେଇ ସୂଚନା ଦେଇଛନ୍ତି କୋହଲି । ବିରାଟ ଲେଖିଛନ୍ତି, ଦୀର୍ଘ ୭ ବର୍ଷ ଧରି କଠିନ ପରିଶ୍ରମ କରିଛି ।