ଆରମ୍ଭ ହେଲା ଫୁଟବଲର ମହାସମର ଫିଫା ବିଶ୍ୱକପ୍
କାତାରରେ ଆରମ୍ଭ ହେଲା ଫୁଟବଲର ମହାସମର ଫିଫା ବିଶ୍ୱକପ୍ । ୮୮ ବର୍ଷ ପରେ କାତାର ଆୟୋଜକ ଭାବେ ବିଶ୍ୱକପରେ ପଦାର୍ପଣ କରିଛି । କାତାରର ଅଲ୍ ବାୟତ୍ ଷ୍ଟାଡିୟମରେ ଅଧଘଣ୍ଟାର ଉଦଧାଟନୀ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Loading...
କାତାରରେ ଆରମ୍ଭ ହେଲା ଫୁଟବଲର ମହାସମର ଫିଫା ବିଶ୍ୱକପ୍ । ୮୮ ବର୍ଷ ପରେ କାତାର ଆୟୋଜକ ଭାବେ ବିଶ୍ୱକପରେ ପଦାର୍ପଣ କରିଛି । କାତାରର ଅଲ୍ ବାୟତ୍ ଷ୍ଟାଡିୟମରେ ଅଧଘଣ୍ଟାର ଉଦଧାଟନୀ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
୩ ବର୍ଷ ତଳେ ସେ କ୍ଷମତାସୀନ ବିଜେପିରେ ସାମିଲ ହୋଇଥିଲେ। ଏବେ ବିଜେପି ତାଙ୍କୁ ନିର୍ବାଚନ ବେଳେ ଦଳୀୟ ଟିକେଟ ଦେବ ବୋଲି ଜଣାପଡ଼ିଛି।ରିଭାବା ଜଣେ ମେକାନିକାଲ ଇଞ୍ଜିନିୟର।
ପ୍ରଣବ ସଭାପତି ଦାୟିତ୍ବ ଗ୍ରହଣ କରିନାହାନ୍ତି। କିନ୍ତୁ ଶୁକ୍ରବାର ନାମାଙ୍କନ ଦାଖଲ ଅବସରରେ ସେ ସମର୍ଥକଙ୍କ ଗହଣରେ ଓସିଏ ସଭାପତିଙ୍କ ଚୌକିରେ ବସିଥିବା ଦେଖାଯାଇଥିଲା।
ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ନିର୍ବାଚନ ପାଇଁ ଆଜି ଦାଖଲ ହେବ ପ୍ରାର୍ଥିପତ୍ର। ଏଥିପାଇଁ ସମସ୍ତ ପ୍ରସ୍ତୁତି ସାରିଛନ୍ତି ଓସିଏର ର୍ନିବାଚନ ଅଧିକାରୀ। ଓସିଏ ର୍ନିବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ସମୟ ସକାଳ ସାଢେ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଛି।
ଫିଫା ଫୁଟବଲ୍ ଫର ସ୍କୁଲ୍ ହେଉଛି ସ୍କୁଲ୍ସ୍ତରରେ ଫୁଟବଲ୍ର ବିକାଶ ପାଇଁ ଏକ ପ୍ରୟାସ । ଫୁଟବଲ୍ର ବିକାଶ ନେଇ ଫିଫା ଜରିଆରେ ଭାରତରେ ଏଭଳି ପ୍ରୟାସ ନୂତନ ଓ ପ୍ରଥମ ଥର ପାଇଁ କରାଯାଇଛି ।
ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ। ଚାଲିବ ଫିଫା ବିଶ୍ବକପ ଫିଭର। ଅଣ୍ଡର-17 ମହିଳା ଫିଫା ବିଶ୍ବକପର ମଜା ନେବେ ଦର୍ଶକ। ସଂଧ୍ୟା ୮ଟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବିସିସିଆଇ ଅଧ୍ୟକ୍ଷ ପଦ ଛାଡ଼ିପାରନ୍ତି ସୌରଭ ଗାଙ୍ଗୁଲି । ଏନେଇ ଚର୍ଚ୍ଚା ଜୋର ଧରିଛି । ଗାଙ୍ଗୁଲିଙ୍କ ସ୍ଥାନରେ ରୋଜର ବିନ୍ନି ବିସିସିଆଇ ଅଧ୍ୟକ୍ଷ ହୋଇପାରନ୍ତି ।
ଗତ ୧୮ ତାରିଖ ଦିନ ଦିଲୀପ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ । ତେବେ ତାଙ୍କ ବିପକ୍ଷରେ ଅନ୍ୟ କେହି ପ୍ରାର୍ଥୀ ହୋଇନଥିବାରୁ ଦିଲୀପଙ୍କୁ ସଭାପତି ଘୋଷଣା କରାଯାଇଛି ।