ଦୀର୍ଘ ଦିନର ପ୍ରେମିକା ମେହାଙ୍କୁ ବିବାହ କଲେ ଟିମ୍ ଇଣ୍ଡିଆର ଷ୍ଟାର୍ ଅଲ୍ରାଉଣ୍ଡର୍ ଅକ୍ଷର ପଟେଲ
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ଅଲ୍ରାଉଣ୍ଡର୍ କ୍ରିକେଟର ଅକ୍ଷର ପଟେଲ।
Loading...
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ଅଲ୍ରାଉଣ୍ଡର୍ କ୍ରିକେଟର ଅକ୍ଷର ପଟେଲ।
ଭାରତୀୟ ମହିଳା ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଶେଷ ଗ୍ରାଣ୍ଡସ୍ଲାମ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍ ଓପନ୍ ମିକ୍ସଡ୍ ଡବଲ୍ସ ଫାଇନାଲରେ ସାନିଆ ଓ ରୋହନ ବୋପନ୍ନାଙ୍କ ଯୋଡ଼ି ବ୍ରାଜିଲର ଲୁଇସା ଷ୍ଟେଫାନୀ ଓ ରାଫେଲ ମାଟୋସଙ୍କ ନିକଟରୁ ପରାସ୍ତ ହୋଇଛନ୍ତି ।
କମ୍ପୁଛି କଳିଙ୍ଗ ଷ୍ଟାଡିୟମ । ଆଜି କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପର ସେମି ଫାଇନାଲ ମ୍ୟାଚ୍ ଖେଳାଯିବ । ଆଜିର ସେମି ଫାଇନାଲ ଟକ୍କରରେ ଦୁଇଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୪ଟି ଟିମ୍ ପଡ଼ିଆକୁ ଓହ୍ଲାଇବେ । ସାଢ଼େ ୪ଟାରୁ ମ୍ୟାଚ ଆରମ୍ଭ ହେବ ।
ଆଜି ହାତକୁ ଦୁଇ ହାତ ହେବେ କ୍ରିକେଟର କେଏଲ ରାହୁଲ । ବଲିଉଡ ଅଭିନେତା ସୁନିଲ ସେଠୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିୟା ସେଠୀଙ୍କୁ ବିବାହ କରିବେ ରାହୁଲ ।
ଶୁକ୍ରବାର ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ବ୍ୟାପକ ଆଲୋଚନା କରିବା ପରେ ୩ ଦିନ ଧରି ଜନ୍ତରମନ୍ତରରେ ‘ରେସ୍ଲିଙ୍ଗ୍ ଫେଡେରେସନ୍ ଅଫ୍ ଇଣ୍ଡିଆ’ର ମୁଖ୍ୟ ବ୍ରିଜ୍ଭୂଷଣଙ୍କ ବିରୋଧରେ ପ୍ରତିବାଦରତ କୁସ୍ତିଖେଳାଳିମାନେ ପ୍ରତିବାଦ ପ୍ରତ୍ୟାହାର କରିଛନ୍ତି।
ଓଡ଼ିଆ ଧାବିକା ତଥା ଅଲିମ୍ପିଆନ୍ ଦୂତି ଚାନ୍ଦ୍ଙ୍କ କ୍ୟାରିଅରରେ ନୂଆ ମୋଡ଼ ଆସିଛି। ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଦୂତି ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ଡୋପ୍ ଟେଷ୍ଟରେ ସେ ଧରାପଡ଼ିଛନ୍ତି।
ହକି ବିଶ୍ବକପର ପଞ୍ଚମ ଦିନ । ଆଜି ଖେଳାଯିବ ୨ଟି ମ୍ୟାଚ୍ । କେବଳ କଳିଙ୍ଗରେ ହେବ ମୁକାବିଲା । ଅପରାହ୍ମ ୫ଟାରେ କୋରିଆ ଓ ଜାପାନ ମଧ୍ୟରେ ହେବ ମୁକାବିଲା ।
ଏଫଆଇଏଚ ପୁରୁଷ ହକି ବିଶ୍ବକପରେ ପ୍ରଥମ ମ୍ୟାଚ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିସାରିଛି ଭାରତୀୟ ଦଳ । ଉଦଘାଟନୀ ମ୍ୟାଚରେ ସ୍ପେନ ବିପକ୍ଷରେ ଖେଳି 2-0ରେ ବିଜୟ ହାସଲ କରିଥିଲା ହରମନପ୍ରୀତଙ୍କ ନେତୃତ୍ବାଧୀନ ଇଣ୍ଡିଆ ଟିମ୍ ।