Loading...

ଖେଳ

ସୋସିଆଲ ମିଡିଆରେ ଭାଇରାଲ ହଉଛି ଧୋନିଙ୍କ ‘ଅଥର୍ବ’ ଅବତାର

ସୋସିଆଲ ମିଡିଆରେ ଭାଇରାଲ ହଉଛି ଧୋନିଙ୍କ ‘ଅଥର୍ବ’ ଅବତାର

ନିର୍ମାଣ ଚାଲିଥିବା ଗ୍ରାଫିକ୍‌ ଉପନ୍ୟାସ ‘ଅଥର୍ବ: ଦି ଅରିଜିନ୍‌’ର ପ୍ରଥମ ପୋଷ୍ଟର ତାଙ୍କ ପ୍ରଶଂସକଙ୍କ ସମ୍ମୁଖକୁ ଆଣିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି।

ଆଇପିଏଲ: ସାମ୍ନାକୁ ଆସିଲା ଲକ୍ଷ୍ନୌ ସୁପର ଜାଏଣ୍ଟର ଲୋଗ

ଆଇପିଏଲ: ସାମ୍ନାକୁ ଆସିଲା ଲକ୍ଷ୍ନୌ ସୁପର ଜାଏଣ୍ଟର ଲୋଗ

ଆଇପିଏଲରେ ପ୍ରଥମ ଥର ଭାଗ ନେଉଥିବା ଲକ୍ଷ୍ନୌ ସୁପର ଜାଏଣ୍ଟ ଆଜି ନିଜ ଟିମର ଲୋଗ ଜାରି କରିଛି । ଲକ୍ଷ୍ନୌ ଟିମ ଟ୍ୱିଟରରେ ନିଜ ଟିମର ଲୋଗ ଉନ୍ମୋଚନ କରିଛି ।

କାଦମ୍ବିନୀର କଭର ପେଜରେ ଦୂତୀ ଓ ତାଙ୍କ ପାର୍ଟନର

କାଦମ୍ବିନୀର କଭର ପେଜରେ ଦୂତୀ ଓ ତାଙ୍କ ପାର୍ଟନର

ପ୍ରଥମଥର ପାଇଁ ପାର୍ଟନରଙ୍କ ସହ ସାମ୍ନାକୁ ଆସିଛନ୍ତି ଅନ୍ତର୍ଜାତୀୟ ଧାବିକା ତଥା ଅଲିମ୍ପିଆନ ଦୂତୀ ଚାନ୍ଦ । ରାଜ୍ୟର ଏକ ପ୍ରତିଷ୍ଠିତ ପାରିବାରିକ ପତ୍ରିକା କାଦମ୍ବିନୀର କଭର ପେଜ୍ ଫଟୋସୁଟ୍ ଅବସରରେ ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ମିଳିଛି ।

ସ୍ମୃତି ମନ୍ଧାନାଙ୍କୁ ମହିଳା କ୍ରିକେଟର ଅଫ୍ ଦ ଇୟର ଭାବେ ଘୋଷଣା କଲା ICC

ସ୍ମୃତି ମନ୍ଧାନାଙ୍କୁ ମହିଳା କ୍ରିକେଟର ଅଫ୍ ଦ ଇୟର ଭାବେ ଘୋଷଣା କଲା ICC

ଭାରତୀୟ ମହିଳା କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କୁ ଆଇସିସି ପକ୍ଷରୁ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ପ୍ରଦାନ କରାଯାଇଛି ।

ଆଇପିଏଲ ୨୦୨୨: ‘ଲକ୍ଷ୍ନୌ ସୁପର ଜିଆଣ୍ଟ’ ନାଁରେ ପଡିଆକୁ ଓଲ୍ହାଇବ ଲକ୍ଷ୍ନୌ ଟିମ

ଆଇପିଏଲ ୨୦୨୨: ‘ଲକ୍ଷ୍ନୌ ସୁପର ଜିଆଣ୍ଟ’ ନାଁରେ ପଡିଆକୁ ଓଲ୍ହାଇବ ଲକ୍ଷ୍ନୌ ଟିମ

ଲକ୍ଷ୍ନୌ ଟିମର ମାଲିକ ସଂଜୀବ ଗୋଏଙ୍କା ଟିମର ନାଁ ‘ଲକ୍ଷ୍ନୌ ସୁପର ଜିଆଣ୍ଟ’ ରଖାଯାଇଥିବା ନେଇ ଘୋଷଣା କରିଛନ୍ତି। ଆଜି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ନାଁର ଘୋଷଣା କରିଛି ଦଳ ।

>