Loading...

ଖେଳ

ତିନି ଦିନରେ ହକି ବିଶ୍ଵକପ, ଆଜି ଭାରତ-ଇଂଲଣ୍ଡ ମୁକାବିଲା

ତିନି ଦିନରେ ହକି ବିଶ୍ଵକପ, ଆଜି ଭାରତ-ଇଂଲଣ୍ଡ ମୁକାବିଲା

ଏଫଆଇଏଚ ପୁରୁଷ ହକି ବିଶ୍ବକପରେ ପ୍ରଥମ ମ୍ୟାଚ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିସାରିଛି ଭାରତୀୟ ଦଳ । ଉଦଘାଟନୀ ମ୍ୟାଚରେ ସ୍ପେନ ବିପକ୍ଷରେ ଖେଳି 2-0ରେ ବିଜୟ ହାସଲ କରିଥିଲା ହରମନପ୍ରୀତଙ୍କ ନେତୃତ୍ବାଧୀନ ଇଣ୍ଡିଆ ଟିମ୍ ।

ହକି ବିଶ୍ଵକପ ଆୟୋଜନ ଖୁସିରେ ଭୁଲିଗଲେ ମୁକୁଳା ଡ୍ରେନ: ଡ୍ରେନରେ ପଡ଼ି କୋରିଆ ହକି ଟିମର ସାମ୍ବାଦିକ ଆହତ

ହକି ବିଶ୍ଵକପ ଆୟୋଜନ ଖୁସିରେ ଭୁଲିଗଲେ ମୁକୁଳା ଡ୍ରେନ: ଡ୍ରେନରେ ପଡ଼ି କୋରିଆ ହକି ଟିମର ସାମ୍ବାଦିକ ଆହତ

ଉତ୍ତର କୋରିଆର ଫଟୋ ସାମ୍ବାଦିକ ପାର୍କ ସାଙ୍ଗ ମ୍ୟୁ(୩୦) ଡୁମୁଡୁମା ଛକରେ ଥିବା ୱେଲ୍‌କମ୍‌ ହୋଟେଲରେ ରହୁଥିଲେ। ବୁଧବାର କଟକରେ ଉଦ୍‌ଘାଟନୀ ମ୍ୟାଚ୍‌ରେ ତାଙ୍କର ଯୋଗଦେବାର ଥିଲା।

ଆଜିଠୁ ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ଭାରତ

ଆଜିଠୁ ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ଭାରତ

ଆଜିଠୁ ହକି ବିଶ୍ୱକପ୍‌ ମହାସମର । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ଭାରତ। ସ୍ପେନ ସହ ରହିଛି ପ୍ରଥମ ମୁକାବିଲା।

ହକି ୱାର୍ଲ୍ଡ କପର ଗ୍ରାଣ୍ଡ୍ ଓପନିଂ ସେରିମୋନିରେ ଦୁଲୁକିଲା ବାରବାଟୀ

ହକି ୱାର୍ଲ୍ଡ କପର ଗ୍ରାଣ୍ଡ୍ ଓପନିଂ ସେରିମୋନିରେ ଦୁଲୁକିଲା ବାରବାଟୀ

ଝଲସିଲା ବାରବାଟୀ, ଝୁମିଲେ ଦର୍ଶକ। ପୁରୁଷ ହକି ବିଶ୍ୱକପ୍‌ର ଗ୍ରାଣ୍ଡ୍ ଓପନିଂ ସେରିମୋନିରେ ଦୁଲୁକିଲା କଟକ ବାରବାଟୀ ଷ୍ଟାଡିୟମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ଏହି ହକି ମହାକୁମ୍ଭର ଶୁଭାରମ୍ଭ ହୋଇଥିଲା।

୧୨ରେ ଓଡିଶା ପହଞ୍ଚିବ ହକି ବିଶ୍ବକପ୍‌ ଟ୍ରଫି

୧୨ରେ ଓଡିଶା ପହଞ୍ଚିବ ହକି ବିଶ୍ବକପ୍‌ ଟ୍ରଫି

ଆସନ୍ତା ୧୩ରେ ହେବାକୁ ଯାଉଛି ହକି ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌। ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୧୨ରେ ସହରରେ ପହଞ୍ଚିବ ହକି ବିଶ୍ବକପ୍‌ ଟ୍ରଫି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।

ଆରପାରିରେ କିମ୍ବଦନ୍ତୀ ଫୁଟବଲ ଖେଳାଳୀ ପେଲେ

ଆରପାରିରେ କିମ୍ବଦନ୍ତୀ ଫୁଟବଲ ଖେଳାଳୀ ପେଲେ

୮୨ ବର୍ଷ ବୟସରେ କିମ୍ବଦନ୍ତୀ ଫୁଟବଲ ଖେଳାଳୀ ପେଲେଙ୍କ ଦେହାନ୍ତ । କର୍କଟରେ ପୀଡିତ ହୋଇ ଗତ ନଭେମ୍ବରରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏହି ବ୍ରାଜିଲ ଖେଳାଳୀ ।

ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା

ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା

ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଗୁରୁତର । ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ପନ୍ତ । ଦିଲ୍ଲୀରୁ ଫେରୁଥିବା ବେଳେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କାରଟି ନିୟନ୍ତ୍ରଣ ବାହାରକୁ ପଳାଇଯିବାରୁ ଡିଭାଇଡରକୁ ଧକ୍କା ଦେଇଥିଲା ।

>