Loading...

ଖେଳ

କଟକରେ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ଆ ପାଇଁ ଆସନ୍ତା କାଲିଠୁ ଟିକେଟ ବିକ୍ରି

କଟକରେ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ଆ ପାଇଁ ଆସନ୍ତା କାଲିଠୁ ଟିକେଟ ବିକ୍ରି

ଆସନ୍ତା ୨୬, ୨୭ ଓ ୨୯ ତାରିଖରେ ବାରବାଟୀରେ ଖେଳାଯିବ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚ୍ । ଏଥିରେ ବିଭିନ୍ନ ଦେଶର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରମାନେ ଭାଗ ନେବେ । ବାରବାଟୀରେ ହେବାକୁ ଥିବା ତିନୋଟି ମ୍ୟାଚ ପାଇଁ ଆସନ୍ତାକାଲିଠୁ ଅଫଲାଇନ ଓ ଅନଲାଇନ ଟିକେଟ ବିକ୍ରି ହେବ ।

ଆସନ୍ତାବର୍ଷରୁ ୬ଟି ଦଳଙ୍କୁ ନେଇ ମହିଳା ଆଇପିଏଲ୍‌ ଖେଳିବା BCCI

ଆସନ୍ତାବର୍ଷରୁ ୬ଟି ଦଳଙ୍କୁ ନେଇ ମହିଳା ଆଇପିଏଲ୍‌ ଖେଳିବା BCCI

ଗତବର୍ଷ କରୋନା ସଂକ୍ରମଣ ଯୋଗୁଁ ଆଇପିଏଲ୍‌ ୨ଟି ଭାଗରେ ଖେଳା ଯାଇଥିବା ବେଳେ ମହିଳା ଟ୍ବେଣ୍ଟି୨୦ ଚ୍ୟାଲେଞ୍ଜ୍ ଖେଳା ଯାଇନଥିଲା। ଗତମାସ ଆଇପିଏଲ୍‌ ପରିଚାଳନା ପରିଷଦ ବୈଠକରେ ମହିଳା ଆଇପିଏଲ୍‌ ଆୟୋଜନ ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ଜାଣିବାକୁ ମିଳିଛି।

ଆଇପିଏଲ ୨୦୨୨: ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା

ଆଇପିଏଲ ୨୦୨୨: ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା

ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା । ସନ୍ରାଇଜର୍ସକୁ ଅନେକ ମ୍ୟାଚ୍ ଜିତାଇଥିବା ରସିଦ୍ ଖାନ୍ ଏଥର ଦଳରେ ନାହାନ୍ତି । ତାଙ୍କ ଉପସ୍ଥିତିରେ ଦଳ ଥରେ ଚାମ୍ପିଅନ୍ ହୋଇଥିଲା ।

ପ୍ରୋ ଲିଗ୍ ହକି: ଆଜି କଳିଙ୍ଗରେ ମୁହାଁମୁହିଁ ହେବେ ଭାରତ-ଜର୍ମାନୀ

ପ୍ରୋ ଲିଗ୍ ହକି: ଆଜି କଳିଙ୍ଗରେ ମୁହାଁମୁହିଁ ହେବେ ଭାରତ-ଜର୍ମାନୀ

ଆଜି କଳିଙ୍ଗରେ ଦେଖିବାକୁ ମିଳିବ କଡ଼ା ଟକ୍କର । କଳିଙ୍ଗ ଷ୍ଟାଡିୟମରେ ପ୍ରୋ ଲିଗ ହକିରେ ସାମ୍ନା ସାମ୍ନି ହେବେ ଭାରତ ଓ ଜର୍ମାନୀ ମହିଳା ହକି ଟିମ୍‌ । ସ୍ପେନ୍‌ ବିପକ୍ଷରେ ଘରୋଇ ପ୍ରୋ ଲିଗ୍‌ ହକି ଅଭିଯାନ ଆରମ୍ଭ କରିଥିବା ଭାରତୀୟ ମହିଳା ଦଳ ଆଜି ଓ ଆସନ୍ତାକାଲି ବିଶ୍ୱର ୫ ନମ୍ବର ଟିମ୍‌ ଜର୍ମାନୀକୁ ଭେଟିବ ।

ଆଇପିଏଲ୍‌ ନିଲାମ ୨୦୨୨: ଜାଣନ୍ତୁ କେଉଁ ଖେଳାଳିଙ୍କୁ କେତେ ରହିଛି ଦାମ ଓ ବିକ୍ରି ହୋଇନଥିବା ଖେଳାଳିଙ୍କ ନାଁ

ଆଇପିଏଲ୍‌ ନିଲାମ ୨୦୨୨: ଜାଣନ୍ତୁ କେଉଁ ଖେଳାଳିଙ୍କୁ କେତେ ରହିଛି ଦାମ ଓ ବିକ୍ରି ହୋଇନଥିବା ଖେଳାଳିଙ୍କ ନାଁ

ଆଜି ବେଙ୍ଗାଲୁରୁରେ ଚାଲିଥିବା ‘ଆଇପିଏଲ୍‌’ ନିଲାମ୍‌ ୨୦୨୨ରେ ସର୍ବାଧିକ ମୂଲ୍ୟରେ ନିଲାମ୍‌ ହୋଇଛନ୍ତି ଶ୍ରେୟସ୍‌ ଆୟେର୍‌।

ଆଇପିଏଲ ନିଲାମୀରେ ନଜର ଆସିଲେ ଆର୍ଯ୍ୟନ ଖାନ

ଆଇପିଏଲ ନିଲାମୀରେ ନଜର ଆସିଲେ ଆର୍ଯ୍ୟନ ଖାନ

ଆଇପିଏଲ୍ ମେଗା ଅକ୍ସନ୍ ୨୦୨୨ ପୂର୍ବରୁ ଶୁକ୍ରବାର ଦିନ ପ୍ରି-ଆଇପିଏଲ୍ ନିଲାମୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ସମୟରେ କୋଲକାତା ନାଇଟ୍ ରାଇର୍ଡସ୍ ତରଫରୁ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଓ ଝିଅ ସୁହାନା ଖାନଙ୍କୁ ସ୍ପଟ୍ କରାଯାଇଥିଲା ।

ଆଜିଠୁ ଆପିଏଲ-୨୦୨୨ ମହାନିଲାମି ଆରମ୍ଭ

ଆଜିଠୁ ଆପିଏଲ-୨୦୨୨ ମହାନିଲାମି ଆରମ୍ଭ

ଆଜିଠୁ ଦୁଇଦିନ ଧରି ବାଙ୍ଗଲୋରରେ ଅନୁଷ୍ଠିତ ହେବ ଆଇପିଏଲ୍ ମେଗା ଅକ୍ସନ । ବାଙ୍ଗାଲୋରରେ ହେବାକୁ ଥିବା ଏହି ଦୁଇ ଦିନିଆ ନିଲାମ ପ୍ରକିୟାରେ ୧୦ ଦଳ ସେମାନଙ୍କ ବଳକା ରାଶି ବିନିଯୋଗ କରି ଖେଳାଳିଙ୍କୁ କିଣିବା ପାଇଁ ଚେଷ୍ଟା କରିବ ।

ଟିମ୍‌ ଇଣ୍ଡିଆର ୪ ଖେଳାଳି ଓ ୩ ସହଯୋଗୀ କର୍ମଚାରୀ ପଜିଟିଭ୍‌ ଚିହ୍ନଟ

ଟିମ୍‌ ଇଣ୍ଡିଆର ୪ ଖେଳାଳି ଓ ୩ ସହଯୋଗୀ କର୍ମଚାରୀ ପଜିଟିଭ୍‌ ଚିହ୍ନଟ

ବୁଧବାର ଦିନ ୪ଜଣ ଖେଳାଳି ଏବଂ ୩ଜଣ ସହଯୋଗୀ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହେବା ପରେ ଭାରତୀୟ କ୍ରିକେଟ୍‌ ଟିମ୍‌ରେ କୋଭିଡ୍‌-୧୯ ସଂକ୍ରମଣ ହୋଇଥିବା ଜଣାପଡ଼ିଛି।

>