Loading...

ଖେଳ

ଓସିଏ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ

ଓସିଏ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ

ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ନିର୍ବାଚନ ପାଇଁ ଆଜି ଦାଖଲ ହେବ ପ୍ରାର୍ଥିପତ୍ର। ଏଥିପାଇଁ ସମସ୍ତ ପ୍ରସ୍ତୁତି  ସାରିଛନ୍ତି ଓସିଏର ର୍ନିବାଚନ ଅଧିକାରୀ। ଓସିଏ ର୍ନିବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ସମୟ ସକାଳ ସାଢେ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଛି।

ଓଡିଶାରେ ଫୁଟବଲ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡିଶାରେ ଫୁଟବଲ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଫିଫା ଫୁଟବଲ୍ ଫର ସ୍କୁଲ୍ ହେଉଛି ସ୍କୁଲ୍‌ସ୍ତରରେ ଫୁଟବଲ୍‌ର ବିକାଶ ପାଇଁ ଏକ ପ୍ରୟାସ । ଫୁଟବଲ୍‌ର ବିକାଶ ନେଇ ଫିଫା ଜରିଆରେ ଭାରତରେ ଏଭଳି ପ୍ରୟାସ ନୂତନ ଓ ପ୍ରଥମ ଥର ପାଇଁ କରାଯାଇଛି ।

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି ଅଣ୍ଡର-17 ମହିଳା ଫିଫା ବିଶ୍ବକପ

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି ଅଣ୍ଡର-17 ମହିଳା ଫିଫା ବିଶ୍ବକପ

ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ। ଚାଲିବ ଫିଫା ବିଶ୍ବକପ ଫିଭର। ଅଣ୍ଡର-17 ମହିଳା ଫିଫା ବିଶ୍ବକପର ମଜା ନେବେ ଦର୍ଶକ। ସଂଧ୍ୟା ୮ଟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିସିସିଆଇ ଅଧ୍ୟକ୍ଷ ପଦ ଛାଡ଼ିବେ ସୌରଭ ଗାଙ୍ଗୁଲି

ବିସିସିଆଇ ଅଧ୍ୟକ୍ଷ ପଦ ଛାଡ଼ିବେ ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବିସିସିଆଇ ଅଧ୍ୟକ୍ଷ ପଦ ଛାଡ଼ିପାରନ୍ତି ସୌରଭ ଗାଙ୍ଗୁଲି । ଏନେଇ ଚର୍ଚ୍ଚା ଜୋର ଧରିଛି । ଗାଙ୍ଗୁଲିଙ୍କ ସ୍ଥାନରେ ରୋଜର ବିନ୍ନି ବିସିସିଆଇ ଅଧ୍ୟକ୍ଷ ହୋଇପାରନ୍ତି ।

ପ୍ରଥମ ଓଡ଼ିଆ ଭାବେ ଦିଲୀପ ତିର୍କି ହେଲେ ହକି ଇଣ୍ଡିଆର ନୂଆ ସଭାପତି

ପ୍ରଥମ ଓଡ଼ିଆ ଭାବେ ଦିଲୀପ ତିର୍କି ହେଲେ ହକି ଇଣ୍ଡିଆର ନୂଆ ସଭାପତି

ଗତ ୧୮ ତାରିଖ ଦିନ ଦିଲୀପ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ । ତେବେ ତାଙ୍କ ବିପକ୍ଷରେ ଅନ୍ୟ କେହି ପ୍ରାର୍ଥୀ ହୋଇନଥିବାରୁ ଦିଲୀପଙ୍କୁ ସଭାପତି ଘୋଷଣା କରାଯାଇଛି ।

କଟକରେ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ଆ ପାଇଁ ଆସନ୍ତା କାଲିଠୁ ଟିକେଟ ବିକ୍ରି

କଟକରେ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ଆ ପାଇଁ ଆସନ୍ତା କାଲିଠୁ ଟିକେଟ ବିକ୍ରି

ଆସନ୍ତା ୨୬, ୨୭ ଓ ୨୯ ତାରିଖରେ ବାରବାଟୀରେ ଖେଳାଯିବ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚ୍ । ଏଥିରେ ବିଭିନ୍ନ ଦେଶର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରମାନେ ଭାଗ ନେବେ । ବାରବାଟୀରେ ହେବାକୁ ଥିବା ତିନୋଟି ମ୍ୟାଚ ପାଇଁ ଆସନ୍ତାକାଲିଠୁ ଅଫଲାଇନ ଓ ଅନଲାଇନ ଟିକେଟ ବିକ୍ରି ହେବ ।

ଆସନ୍ତାବର୍ଷରୁ ୬ଟି ଦଳଙ୍କୁ ନେଇ ମହିଳା ଆଇପିଏଲ୍‌ ଖେଳିବା BCCI

ଆସନ୍ତାବର୍ଷରୁ ୬ଟି ଦଳଙ୍କୁ ନେଇ ମହିଳା ଆଇପିଏଲ୍‌ ଖେଳିବା BCCI

ଗତବର୍ଷ କରୋନା ସଂକ୍ରମଣ ଯୋଗୁଁ ଆଇପିଏଲ୍‌ ୨ଟି ଭାଗରେ ଖେଳା ଯାଇଥିବା ବେଳେ ମହିଳା ଟ୍ବେଣ୍ଟି୨୦ ଚ୍ୟାଲେଞ୍ଜ୍ ଖେଳା ଯାଇନଥିଲା। ଗତମାସ ଆଇପିଏଲ୍‌ ପରିଚାଳନା ପରିଷଦ ବୈଠକରେ ମହିଳା ଆଇପିଏଲ୍‌ ଆୟୋଜନ ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ଜାଣିବାକୁ ମିଳିଛି।

ଆଇପିଏଲ ୨୦୨୨: ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା

ଆଇପିଏଲ ୨୦୨୨: ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା

ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା । ସନ୍ରାଇଜର୍ସକୁ ଅନେକ ମ୍ୟାଚ୍ ଜିତାଇଥିବା ରସିଦ୍ ଖାନ୍ ଏଥର ଦଳରେ ନାହାନ୍ତି । ତାଙ୍କ ଉପସ୍ଥିତିରେ ଦଳ ଥରେ ଚାମ୍ପିଅନ୍ ହୋଇଥିଲା ।

>