ଭାରତୀୟ ଫୁଟବଲ ଟିମ୍ର ପୂର୍ବତନ କୋଚ୍ ସୁଭାସ ଭୌମିକଙ୍କ ପରଲୋକ
ମହାନ ଫୁଟବଲ ତାରକା ତଥା ଭାରତୀୟ ଫୁଟବଲ ଟିମ୍ର ପୂର୍ବତନ କୋଚ୍ ସୁଭାସ ଭୌମିକଙ୍କର ଆଜି ସକାଳେ ପରଲୋକ ଘଟିଛି ।
Loading...
ମହାନ ଫୁଟବଲ ତାରକା ତଥା ଭାରତୀୟ ଫୁଟବଲ ଟିମ୍ର ପୂର୍ବତନ କୋଚ୍ ସୁଭାସ ଭୌମିକଙ୍କର ଆଜି ସକାଳେ ପରଲୋକ ଘଟିଛି ।
ସଂଘର୍ଷପୂର୍ଣ୍ଣ ଟେଷ୍ଟ ଶୃଙ୍ଖଳାର ସମାପ୍ତି ପରେ ବୁଧବାରଠାରୁ ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ ବୋଲାଣ୍ଡ ପାର୍କରେ ଖେଳାଯିବ।
ଟେଷ୍ଟ ଟିମ୍ର ଅଧିନାୟକ ପଦବୀ ଛାଡିଲେ ବିରାଟ କୋହଲି । ଟୁଇଟ କରି ସୂଚନା ଦେଲେ ବିରାଟ । ପୂର୍ବରୁ ଦିନିକିଆ ଓ ଟି-୨୦ କ୍ୟାପଟେନ୍ ପଦ ଛାଡିଥିବାବେଳେ ଆଜି ଟେଷ୍ଟ ପଦବୀ ପରିତ୍ୟାଗ କରିଥିବା ନେଇ ସୂଚନା ଦେଇଛନ୍ତି କୋହଲି । ବିରାଟ ଲେଖିଛନ୍ତି, ଦୀର୍ଘ ୭ ବର୍ଷ ଧରି କଠିନ ପରିଶ୍ରମ କରିଛି ।
କ୍ରିକେଟ୍ ତାରକା ସୌରଭ ଗାଙ୍ଗୁଲୀଙ୍କ ଝିଅ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ନମୁନା ପରୀକ୍ଷାରୁ ଜଣାପଡ଼ିଛି।
ବିସିସିଆଇ ଅଧ୍ୟକ୍ଷ ତଥ୍ୟା ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ସୌରଭ୍ ଗାଙ୍ଗୁଲି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ଐତିହାସିକ ବ୍ୟାଟ୍ ପ୍ରଥମ ଥର ପାଇଁ ମହାକାଶକୁ ପଠାଯାଇଛି। ଏନେଇ ସେ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି ।
ନୀରଜ ଗୋଟିଏ ଗ୍ଲାସ ଚା’ ସହିତ ଏକ ରୁଟି ହାତରେ ଧରିଥିବାର ନଜର ଆସୁଛନ୍ତି। ଫଟୋ ସେୟାର କରି ସେ କ୍ୟାପସନ ଲେଖିଛନ୍ତି କି, ‘ଖାଅ ରୁଟି ପିଅ ଚା’, ଟେନ୍ସନକୁ କର ବାଏ ବାଏ’।
ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ‘କ୍ୟାପଟେନ୍ କୁଲ୍’ ଭାବେ ପରିଚିତ। ମଇଦାନରେ କିପରି ନିଜ ଆବେଗକୁ ନିୟନ୍ତ୍ରଣ କରିବାକୁ ହୁଏ, ତାହା ହୁଏତ ଧୋନିଙ୍କଠାରୁ ଭଲଭାବେ କେହି ଜାଣି ନଥିବେ।