Loading...

ଖେଳ

ପ୍ରୋ ଲିଗ୍ ହକି: ଆଜି କଳିଙ୍ଗରେ ମୁହାଁମୁହିଁ ହେବେ ଭାରତ-ଜର୍ମାନୀ

ପ୍ରୋ ଲିଗ୍ ହକି: ଆଜି କଳିଙ୍ଗରେ ମୁହାଁମୁହିଁ ହେବେ ଭାରତ-ଜର୍ମାନୀ

ଆଜି କଳିଙ୍ଗରେ ଦେଖିବାକୁ ମିଳିବ କଡ଼ା ଟକ୍କର । କଳିଙ୍ଗ ଷ୍ଟାଡିୟମରେ ପ୍ରୋ ଲିଗ ହକିରେ ସାମ୍ନା ସାମ୍ନି ହେବେ ଭାରତ ଓ ଜର୍ମାନୀ ମହିଳା ହକି ଟିମ୍‌ । ସ୍ପେନ୍‌ ବିପକ୍ଷରେ ଘରୋଇ ପ୍ରୋ ଲିଗ୍‌ ହକି ଅଭିଯାନ ଆରମ୍ଭ କରିଥିବା ଭାରତୀୟ ମହିଳା ଦଳ ଆଜି ଓ ଆସନ୍ତାକାଲି ବିଶ୍ୱର ୫ ନମ୍ବର ଟିମ୍‌ ଜର୍ମାନୀକୁ ଭେଟିବ ।

ଆଇପିଏଲ୍‌ ନିଲାମ ୨୦୨୨: ଜାଣନ୍ତୁ କେଉଁ ଖେଳାଳିଙ୍କୁ କେତେ ରହିଛି ଦାମ ଓ ବିକ୍ରି ହୋଇନଥିବା ଖେଳାଳିଙ୍କ ନାଁ

ଆଇପିଏଲ୍‌ ନିଲାମ ୨୦୨୨: ଜାଣନ୍ତୁ କେଉଁ ଖେଳାଳିଙ୍କୁ କେତେ ରହିଛି ଦାମ ଓ ବିକ୍ରି ହୋଇନଥିବା ଖେଳାଳିଙ୍କ ନାଁ

ଆଜି ବେଙ୍ଗାଲୁରୁରେ ଚାଲିଥିବା ‘ଆଇପିଏଲ୍‌’ ନିଲାମ୍‌ ୨୦୨୨ରେ ସର୍ବାଧିକ ମୂଲ୍ୟରେ ନିଲାମ୍‌ ହୋଇଛନ୍ତି ଶ୍ରେୟସ୍‌ ଆୟେର୍‌।

ଆଇପିଏଲ ନିଲାମୀରେ ନଜର ଆସିଲେ ଆର୍ଯ୍ୟନ ଖାନ

ଆଇପିଏଲ ନିଲାମୀରେ ନଜର ଆସିଲେ ଆର୍ଯ୍ୟନ ଖାନ

ଆଇପିଏଲ୍ ମେଗା ଅକ୍ସନ୍ ୨୦୨୨ ପୂର୍ବରୁ ଶୁକ୍ରବାର ଦିନ ପ୍ରି-ଆଇପିଏଲ୍ ନିଲାମୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ସମୟରେ କୋଲକାତା ନାଇଟ୍ ରାଇର୍ଡସ୍ ତରଫରୁ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଓ ଝିଅ ସୁହାନା ଖାନଙ୍କୁ ସ୍ପଟ୍ କରାଯାଇଥିଲା ।

ଆଜିଠୁ ଆପିଏଲ-୨୦୨୨ ମହାନିଲାମି ଆରମ୍ଭ

ଆଜିଠୁ ଆପିଏଲ-୨୦୨୨ ମହାନିଲାମି ଆରମ୍ଭ

ଆଜିଠୁ ଦୁଇଦିନ ଧରି ବାଙ୍ଗଲୋରରେ ଅନୁଷ୍ଠିତ ହେବ ଆଇପିଏଲ୍ ମେଗା ଅକ୍ସନ । ବାଙ୍ଗାଲୋରରେ ହେବାକୁ ଥିବା ଏହି ଦୁଇ ଦିନିଆ ନିଲାମ ପ୍ରକିୟାରେ ୧୦ ଦଳ ସେମାନଙ୍କ ବଳକା ରାଶି ବିନିଯୋଗ କରି ଖେଳାଳିଙ୍କୁ କିଣିବା ପାଇଁ ଚେଷ୍ଟା କରିବ ।

ଟିମ୍‌ ଇଣ୍ଡିଆର ୪ ଖେଳାଳି ଓ ୩ ସହଯୋଗୀ କର୍ମଚାରୀ ପଜିଟିଭ୍‌ ଚିହ୍ନଟ

ଟିମ୍‌ ଇଣ୍ଡିଆର ୪ ଖେଳାଳି ଓ ୩ ସହଯୋଗୀ କର୍ମଚାରୀ ପଜିଟିଭ୍‌ ଚିହ୍ନଟ

ବୁଧବାର ଦିନ ୪ଜଣ ଖେଳାଳି ଏବଂ ୩ଜଣ ସହଯୋଗୀ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହେବା ପରେ ଭାରତୀୟ କ୍ରିକେଟ୍‌ ଟିମ୍‌ରେ କୋଭିଡ୍‌-୧୯ ସଂକ୍ରମଣ ହୋଇଥିବା ଜଣାପଡ଼ିଛି।

ସୋସିଆଲ ମିଡିଆରେ ଭାଇରାଲ ହଉଛି ଧୋନିଙ୍କ ‘ଅଥର୍ବ’ ଅବତାର

ସୋସିଆଲ ମିଡିଆରେ ଭାଇରାଲ ହଉଛି ଧୋନିଙ୍କ ‘ଅଥର୍ବ’ ଅବତାର

ନିର୍ମାଣ ଚାଲିଥିବା ଗ୍ରାଫିକ୍‌ ଉପନ୍ୟାସ ‘ଅଥର୍ବ: ଦି ଅରିଜିନ୍‌’ର ପ୍ରଥମ ପୋଷ୍ଟର ତାଙ୍କ ପ୍ରଶଂସକଙ୍କ ସମ୍ମୁଖକୁ ଆଣିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି।

ଆଇପିଏଲ: ସାମ୍ନାକୁ ଆସିଲା ଲକ୍ଷ୍ନୌ ସୁପର ଜାଏଣ୍ଟର ଲୋଗ

ଆଇପିଏଲ: ସାମ୍ନାକୁ ଆସିଲା ଲକ୍ଷ୍ନୌ ସୁପର ଜାଏଣ୍ଟର ଲୋଗ

ଆଇପିଏଲରେ ପ୍ରଥମ ଥର ଭାଗ ନେଉଥିବା ଲକ୍ଷ୍ନୌ ସୁପର ଜାଏଣ୍ଟ ଆଜି ନିଜ ଟିମର ଲୋଗ ଜାରି କରିଛି । ଲକ୍ଷ୍ନୌ ଟିମ ଟ୍ୱିଟରରେ ନିଜ ଟିମର ଲୋଗ ଉନ୍ମୋଚନ କରିଛି ।

>