Movie News

ଶ୍ରୀ ମହିମାମଣୀ ପ୍ରଡକ୍ସନର ପ୍ରଥମ ଅବଦାନ ପୌରାଣିକ ଚଳଚିତ୍ର “ମା ଧାମରାଇ”

ଶ୍ରୀ ମହିମାମଣୀ ପ୍ରଡକ୍ସନର ପ୍ରଥମ ଅବଦାନରେ ନିର୍ମାଣ ହେଉଛି ଏକ ଚଳଚିତ୍ର । ଭଦ୍ରକ ଜିଲ୍ଲାର ଧାମରାରେ ପ୍ରତିଷ୍ଠିତ ଦେବୀ ମା ଧାମରାଇଙ୍କ ମହିମା ଉପରେ ଆଧାରିତ ନିଛକ ଓଡିଆ ପୌରାଣିକ ଚଳଚିତ୍ର “ମା ଧାମରାଇ” ।

ଏହି ଚଳଚିତ୍ରରେ ବିଭିର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ମେଘନା ମିଶ୍ର, ସମୀର ତ୍ରିପାଠୀ, ବାବୁ ପ୍ରଧାନ, ଓମ ପ୍ରସାଦ, ଜୟରାମ ସାମଲ, ଲକ୍ଷ୍ମଣ ସାହୁ ଓ ନୂତନ ଅଭିନେତା ଓ ଅଭିନେତ୍ରୀ ।

ଏହାର ପ୍ରଯୋଜନା କାହାଣୀ ସତ୍ୟବ୍ରତ ସାହୁ କରିଛନ୍ତି । ସଂଗୀତ ଅନିଲ ଜେନା କରିଥିବା ବେଳେ ସଂଳାପ ଓ ଚିତ୍ରନାଟ୍ୟ ନିର୍ଦେଶନା ପ୍ରଦ୍ଯୁମ୍ନ ମହାନ୍ତି । ସହକାରୀ ନିର୍ଦେଶନା ଜ୍ଞାନରଞ୍ଜନ ଓ ଟୁନା ମହାରଣା କରିଛନ୍ତି ।

ଏହି ଚଳଚିତ୍ର ଟି ଦର୍ଶକଙ୍କୁ ମନୋରଞ୍ଜନ କରିବା ସହ ଧାମରାଇଙ୍କ ମହିମା ବିଷୟରେ ଅବଗତ କରାଇପାରିବ ବୋଲି ପ୍ରଯୋଜକ ମତ ପ୍ରକାଶ କରିଛନ୍ତି ।

ମା ଧାମରାଇ:

ବ୍ୟାନର – ଶ୍ରୀ ମହିମାମଣୀ ପ୍ରଡକ୍ସନ

ଛବି – ମା ଧାମରାଇ

ପ୍ରଯୋଜନା କାହାଣୀ – ସତ୍ୟବ୍ରତ ସାହୁ

ସଂଗୀତ – ଅନିଲ ଜେନା

ସଂଳାପ ଓ ଚିତ୍ରନାଟ୍ୟ ନିର୍ଦେଶନା – ପ୍ରଦ୍ଯୁମ୍ନ ମହାନ୍ତି

ସହକାରୀ ନିର୍ଦେଶନା – ଜ୍ଞାନରଞ୍ଜନ ଓ ଟୁନା ମହାରଣା

ଅଭିନୟରେ – ମେଘନା ମିଶ୍ର, ସମୀର ତ୍ରିପାଠୀ, ବାବୁ ପ୍ରଧାନ, ଓମ ପ୍ରସାଦ, ଜୟରାମ ସାମଲ, ଲକ୍ଷ୍ମଣ ସାହୁ ଓ ଅନ୍ୟମାନେ

ଶ୍ରୀ ମହିମାମଣୀ ପ୍ରଡକ୍ସନର ପ୍ରଥମ ଅବଦାନ ପୌରାଣିକ ଚଳଚିତ୍ର "ମା ଧାମରାଇ"  ଶ୍ରୀ ମହିମାମଣୀ ପ୍ରଡକ୍ସନର ପ୍ରଥମ ଅବଦାନ ପୌରାଣିକ ଚଳଚିତ୍ର “ମା ଧାମରାଇ”

ବାବୁସାନଙ୍କ ଆଗାମୀ ସିନେମା ହୀରୋ ନଂ 1

Related posts

Flashback Movie Premiere Today at Shriya Talkies

Jitendra

Actress Suryamayee Signed Her Third Ollywood Movie Shakti

Krishna Kumar Manoj

“Malobika Banerjee” Is Coming With Badmash Toka

Jitendra

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More