Loading...

ଦିଲ୍ଲୀ ପ୍ରଦୂଷଣ ପାଇଁ ବିଶ୍ବକପରେ ମାସ୍କ ପିନ୍ଧି ମୁହାଁମୁହିଁ ହେବେ ଶ୍ରୀଲଙ୍କା ବାଂଲାଦେଶ !!

ଦିଲ୍ଲୀ ପ୍ରଦୂଷଣ ପାଇଁ ବିଶ୍ବକପରେ ମାସ୍କ ପିନ୍ଧି ମୁହାଁମୁହିଁ ହେବେ ଶ୍ରୀଲଙ୍କା ବାଂଲାଦେଶ !!

ବିଶ୍ଵକପର ଆଗାମୀ ମ୍ୟାଚ ଦିଲ୍ଲୀରେ ହେବାକୁ ଯାଉଛି  । ଆଉ ଏଥିରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଶ୍ରୀଲଙ୍କା ଓ ବାଂଲାଦେଶ। ଏହି ମ୍ଯାଚ ନଭେମ୍ବର ୬ରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ଏବେ ବଡ ପ୍ରଶ୍ନ କଣ ଦିଲ୍ଲୀ ପ୍ରଦୂଷଣ ପାଇଁ ବିଶ୍ବକପରେ ମାସ୍କ ପିନ୍ଧି ମୁହାଁମୁହିଁ ହେବେ ଶ୍ରୀଲଙ୍କା ବାଂଲାଦେଶ !!

ଆସନ୍ତା କିଛି ଦିନ ମଧ୍ୟରେ ଦିଲ୍ଲୀ ପ୍ରଦୂଷଣ ସ୍ଥିତି ସୁଧାରିବାର ନାଁ ନେଉନାହିଁ  । ଶେଷ ପର୍ଯ୍ୟାୟରେ ୨୦୨୩ ବିଶ୍ବକପ  । ଆଉ ସବୁଠୁ ବଡ କଥା ହେଉଛି ବିଶ୍ଵକପର ଆଗାମୀ ମ୍ୟାଚ ଦିଲ୍ଲୀରେ ହେବାକୁ ଯାଉଛି  । ଆଉ ଏଥିରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଶ୍ରୀଲଙ୍କା ଓ ବାଂଲାଦେଶ। ଏହି ମ୍ଯାଚ ନଭେମ୍ବର ୬ରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ଏବେ ବଡ ପ୍ରଶ୍ନ କଣ ଦିଲ୍ଲୀ ପ୍ରଦୂଷଣ ପାଇଁ ବିଶ୍ବକପରେ ମାସ୍କ ପିନ୍ଧି ମୁହାଁମୁହିଁ ହେବେ ଶ୍ରୀଲଙ୍କା ବାଂଲାଦେଶ !!

ମ୍ୟାଚ ପୂର୍ବରୁ ଦିଲ୍ଲୀରେ ପ୍ରଦୂଷଣ କମ କରିବା ପାଇଁ ପ୍ରୟାସ ଜାରି ରହିଛି  । ଷ୍ଟାଡିୟମ ଆଖପାଖରେ କଟକଣା ଲାଗୁ ହୋଇଛି  । ଧୂଳିରୁ ମୁକ୍ତି ପାଇଁ ରାସ୍ତାଘାଟରେ ପାଣି ସୁଞ୍ଚନ ସହ ଡଷ୍ଟ ସପ୍ରେସେଣ୍ଟର ବି ବ୍ୟବହାର କରାଯାଉଛି  । ସେହିପରି ମ୍ୟାଚ ଦେଖିବା ପାଇଁ ବ୍ୟକ୍ତିଗତ ଗାଡିର ବ୍ୟବହାର ନ କରି ମେଟ୍ରୋର ବ୍ୟବହାର କରିବା ପାଇଁ କୁହାଯାଇଛି  । କିନ୍ତୁ ମ୍ୟାଚକୁ ନେଇ BCCI ଏପର୍ଯ୍ୟନ୍ତ କୌଣସି ଅପଡେଟ ଦେଇନାହାନ୍ତି  ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.