News

ବର୍ଷା ଯୋଗୁଁ ବିଳମ୍ବିତ ଶ୍ରୀଲଙ୍କା ପାକିସ୍ତାନ ମ୍ୟାଚ

Br

ଆଜି ଅପରାହ୍ନ ୩ଟା ବେଳେ ବ୍ରିଷ୍ଟଲ୍ କାଉଣ୍ଟି ଗ୍ରାଉଣ୍ଡ ଷ୍ଟାଡିୟମରେ ହେବାକୁଥିବା ଶ୍ରୀଲଙ୍କା ପାକିସ୍ତାନ ମ୍ୟାଚ ବିଳମ୍ବରେ ଆରମ୍ଭ ହେବ। ଏହା ୩ଟା ବଦଳରେ ୧ ଘଣ୍ଟା ୧୫ ମିନିଟ ବିଳମ୍ବରେ ଅର୍ଥାତ ୪.୧୫ରେ  ଆରମ୍ଭ ହେବ। ମ୍ୟାଚ ୪.୧୫ରେ ଆରମ୍ଭ ହେଲେ ଓଭର ସଂଖ୍ୟା କମାଯିବାର ସମ୍ଭାବନା ରହିଛି । ଉଭୟ ଦଳ ଏପର୍ଯ୍ୟନ୍ତ ୨ଟି ଲେଖାଏଁ ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟ ଓ ଗୋଟିଏ ମ୍ୟାଚରେ ପରାଜୟ ବରଣ କରିଛନ୍ତି ।

ଶ୍ରୀଲଙ୍କା ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ବରଣ କରିଥିବାବେଳେ ଆଫଗାନିସ୍ତାନକୁ ହରାଇଥିଲା । ସେହିପରି ପାକିସ୍ତାନ ନିଜର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ ହାରିଥିଲେ ମଧ୍ୟ ୨ୟ ମ୍ୟାଚରେ ଜୋରଦାର ପ୍ରତ୍ୟାବର୍ତ୍ତନ କରି ଇଂଲଣ୍ଡକୁ ହରାଇଥିଲା ।

ପଢନ୍ତୁ: ରେଡିଓକଲାରରେ କୁମ୍ଭୀରଙ୍କୁ ଟ୍ରାକିଂ କରିବ ବନ ବିଭାଗ

Related posts

ଆପ୍‌ର ୨୦ଜଣ ବିଧାୟକଙ୍କ ଭାଗ୍ୟ ବିପଦରେ : ରାଷ୍ଟ୍ରପତିଙ୍କୁ ସୁପାରିଶ କଲେ ନିର୍ବାଚନ ଆୟୋଗ

ENO Beuro

କେ.କରୁଣାନିଧିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ENO Beuro

ଇସ୍ତଫା ଦେଲେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅଜୟ ମାକେନ୍‌

ENO Beuro

Leave a Comment