Loading...

ବାହୁଡ଼ିଲେ ଶ୍ରୀଲିଙ୍ଗରାଜ, ଆଜି ପ୍ରତ୍ୟାବର୍ତ୍ତନ

ବାହୁଡ଼ିଲେ ଶ୍ରୀଲିଙ୍ଗରାଜ, ଆଜି ପ୍ରତ୍ୟାବର୍ତ୍ତନ

୪ ଦିନର ଲୀଳାଖେଳା ସାରି ମାଉସୀ ମା ମନ୍ଦିର ରୁ ବାହୁଡିଲେ ମହାପ୍ରଭୁ ।ଅପରାହ୍‌ଣ ୪ଟା ୧୫ମିନିଟ୍‌ରେ ରଥଟଣା ଆରମ୍ଭ ହୋଇଥିଲା।ଶ୍ରଦ୍ଧାଳୁମାନେ ରଥକୁ ଶ୍ରୀଲିଙ୍ଗରାଜ ମନ୍ଦିର ଅଭିମୁଖେ ଟାଣି ଟାଣି ନେଇଥିଲେ।

୪ ଦିନର ଲୀଳାଖେଳା ସାରି ମାଉସୀ ମା ମନ୍ଦିର ରୁ ବାହୁଡିଲେ ମହାପ୍ରଭୁ ।ଅପରାହ୍‌ଣ ୪ଟା ୧୫ମିନିଟ୍‌ରେ ରଥଟଣା ଆରମ୍ଭ ହୋଇଥିଲା।ଶ୍ରଦ୍ଧାଳୁମାନେ ରଥକୁ ଶ୍ରୀଲିଙ୍ଗରାଜ ମନ୍ଦିର ଅଭିମୁଖେ ଟାଣି ଟାଣି ନେଇଥିଲେ। ତେବେ ସନ୍ଧ୍ୟା ହୋଇଯିବାରୁ ଶୈଳବାଳା କ୍ଲିନିକ ନିକଟରେ ସାଢ଼େ ୬ଟାରେ ରଥଟଣା ବନ୍ଦ ରହିଥିଲା। ଆସନ୍ତାକାଲି ଅପରାହ୍ଣ ୩ଟାରେ ପୁଣି ରଥଟଣା ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତା ମଙ୍ଗଳବାର ପାରମ୍ପରିକ ନୀତି ଅନୁଯାୟୀ ମହାସମାରେହରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସ୍ବର୍ଣ୍ଣାଦ୍ରି ବିଜେ ଅନୁଷ୍ଠିତ ହେବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.