Loading...

ଶ୍ରୀମନ୍ଦିରରେ କମିଲା ଦର୍ଶନ ସମୟ

ଶ୍ରୀମନ୍ଦିରରେ କମିଲା ଦର୍ଶନ ସମୟ

ଶ୍ରୀମନ୍ଦିରରେ କମିଲା ଦର୍ଶନ ସମୟ । ରାଜ୍ୟରେ ଆଜିଠୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଶ୍ରୀମନ୍ଦିରରେ କମିଲା ଦର୍ଶନ ସମୟ । ରାଜ୍ୟରେ ଆଜିଠୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଣିକି ରାତି ୮ଟା ୩୦ମିନିଟରେ ବନ୍ଦ ହେବ ସର୍ବସାଧାରଣ ଦର୍ଶନ । ରାତି ୮ଟା ୩୦ରେ ବାରିକେଡରେ ପ୍ରବେଶ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନିର୍ଦ୍ଦିଷ୍ଟ କାଳ ଯାଏଁ ଏହି ନିୟମ ଲାଗୁ ହେବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.